‘ପପ୍ ଜି’ ଗେମ ଖେଳି ଖେଳି ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର !

The Sakala Picture
Published On

ସୋର: ଅନଲାଇନ୍ ଗେମ ପାଇଁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ଅନଲାଇନ୍ ଗେମ୍ ଯୋଗୁ ମୃତ୍ୟୁ ହୋଇଛି । ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିବା ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା ବୋଲି ସୂଚନା ମିଳିଛି । ଆଶିଷ ଗତକାଲି କଲେଜରୁ ଫେରିବା […]

ସୋର: ଅନଲାଇନ୍ ଗେମ ପାଇଁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ଅନଲାଇନ୍ ଗେମ୍ ଯୋଗୁ ମୃତ୍ୟୁ ହୋଇଛି । ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିବା ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା ବୋଲି ସୂଚନା ମିଳିଛି । ଆଶିଷ ଗତକାଲି କଲେଜରୁ ଫେରିବା ପରେ ନିଜ ରୁମରେ ପଶି ଭିତରୁ କବାଟ ଦେଇଥିଲେ। ଦୀର୍ଘ ସମୟ ପରେ ମା’ ଖାଇବାକୁ ଡାକିଥିଲେ ବି ସେ କବାଟ ଖୋଲି ନ ଥିଲେ। ଏହାପରେ ତାଙ୍କ ମା’ ଝରକା ପାଖକୁ ଯାଇ ପୁଅ ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଲେ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆଶିଷ ମୋବାଇଲରେ ବିଭିନ୍ନ ଅନଲାଇନ ଗେମ୍‌ ଖେଳୁଥିବା ପରିବାର ଲୋକେ କହିଛନ୍ତି। ତେଣୁ ତାଙ୍କର ମୃତ୍ୟୁ ପାଇଁ ଅନଲାଇନ ଗେମ୍ ହିଁ ଦାୟୀ ବୋଲି ସନ୍ଦେହ ସୃଷ୍ଟି ହେଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

11 Nov 2023 By The Sakala

‘ପପ୍ ଜି’ ଗେମ ଖେଳି ଖେଳି ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର !

ସୋର: ଅନଲାଇନ୍ ଗେମ ପାଇଁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ଅନଲାଇନ୍ ଗେମ୍ ଯୋଗୁ ମୃତ୍ୟୁ ହୋଇଛି । ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିବା ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା ବୋଲି ସୂଚନା ମିଳିଛି । ଆଶିଷ ଗତକାଲି କଲେଜରୁ ଫେରିବା ପରେ ନିଜ ରୁମରେ ପଶି ଭିତରୁ କବାଟ ଦେଇଥିଲେ। ଦୀର୍ଘ ସମୟ ପରେ ମା’ ଖାଇବାକୁ ଡାକିଥିଲେ ବି ସେ କବାଟ ଖୋଲି ନ ଥିଲେ। ଏହାପରେ ତାଙ୍କ ମା’ ଝରକା ପାଖକୁ ଯାଇ ପୁଅ ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଲେ।

ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆଶିଷ ମୋବାଇଲରେ ବିଭିନ୍ନ ଅନଲାଇନ ଗେମ୍‌ ଖେଳୁଥିବା ପରିବାର ଲୋକେ କହିଛନ୍ତି। ତେଣୁ ତାଙ୍କର ମୃତ୍ୟୁ ପାଇଁ ଅନଲାଇନ ଗେମ୍ ହିଁ ଦାୟୀ ବୋଲି ସନ୍ଦେହ ସୃଷ୍ଟି ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର