ସାତଶଙ୍ଖ ନିକଟରେ ଓଲଟିଲା ପୁରୀରୁ ଭୁବନେଶ୍ବର ଆସୁଥିବା ଯାତ୍ରୀବାହୀ ବସ୍

The Sakala Picture
Published On

ପିପିଲି : ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍‌ ଓଲଟି ପଡିଛି। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ସାତଶଙ୍ଖ ନିକଟ ଜସୁଆପୁର ନିଟକରେ ‘ସାରଳା’ ନାମକ ବସ୍‌ଟି ଓଲଟି ପଡିଛି। ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ବସ୍‌ଟି ଡିଭଆଇଡରରେ ପିଟି ହୋଇ ଓଲଟି ପଡିଛି। ଆହତ ଯାତ୍ରାମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାଅନୁସାରେ  ପୁରୀରୁ ଯାତ୍ରାଙ୍କୁ ଧରି ‘ସାରଳା’ ବସ ଭୁବନେଶ୍ବର ଆସୁଥିଲା। ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ଜାତୀୟ ରାଜପଥ ସାତଶଙ୍ଖ ନିକଟ […]

ପିପିଲି : ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍‌ ଓଲଟି ପଡିଛି। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ସାତଶଙ୍ଖ ନିକଟ ଜସୁଆପୁର ନିଟକରେ ‘ସାରଳା’ ନାମକ ବସ୍‌ଟି ଓଲଟି ପଡିଛି। ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ବସ୍‌ଟି ଡିଭଆଇଡରରେ ପିଟି ହୋଇ ଓଲଟି ପଡିଛି। ଆହତ ଯାତ୍ରାମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: କ୍ୟାପିଟାଲ ଥାନାରେ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଅଟକ

ମିଳିଥିବା ସୂଚନାଅନୁସାରେ  ପୁରୀରୁ ଯାତ୍ରାଙ୍କୁ ଧରି ‘ସାରଳା’ ବସ ଭୁବନେଶ୍ବର ଆସୁଥିଲା। ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ଜାତୀୟ ରାଜପଥ ସାତଶଙ୍ଖ ନିକଟ ଜସୁଆପୁର ଠାରେ ବସ୍‌ଟି ଭାରସାମ୍ୟ ହରାଇ ଡିଭଆଇଡରରେ ପିଟି ହୋଇ ଓଲଟି ପଡିଥିଲା। ଏହାପରେ ସ୍ଥାନୀୟ ଲୋକ,ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ପ୍ରେମ ନିବେଦନ କରିବା ଅଭିଯୋଗରେ ବଦଳିଲେ ଶରଣକୂଳ ଥାନା ଆଇଆଇସି

11 Jul 2022 By The Sakala

ସାତଶଙ୍ଖ ନିକଟରେ ଓଲଟିଲା ପୁରୀରୁ ଭୁବନେଶ୍ବର ଆସୁଥିବା ଯାତ୍ରୀବାହୀ ବସ୍

ପିପିଲି : ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍‌ ଓଲଟି ପଡିଛି। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ସାତଶଙ୍ଖ ନିକଟ ଜସୁଆପୁର ନିଟକରେ ‘ସାରଳା’ ନାମକ ବସ୍‌ଟି ଓଲଟି ପଡିଛି। ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ବସ୍‌ଟି ଡିଭଆଇଡରରେ ପିଟି ହୋଇ ଓଲଟି ପଡିଛି। ଆହତ ଯାତ୍ରାମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାଅନୁସାରେ  ପୁରୀରୁ ଯାତ୍ରାଙ୍କୁ ଧରି ‘ସାରଳା’ ବସ ଭୁବନେଶ୍ବର ଆସୁଥିଲା। ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ଜାତୀୟ ରାଜପଥ ସାତଶଙ୍ଖ ନିକଟ ଜସୁଆପୁର ଠାରେ ବସ୍‌ଟି ଭାରସାମ୍ୟ ହରାଇ ଡିଭଆଇଡରରେ ପିଟି ହୋଇ ଓଲଟି ପଡିଥିଲା। ଏହାପରେ ସ୍ଥାନୀୟ ଲୋକ,ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର