ମନୋରଞ୍ଜନ
ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ଲେଡି ଲୁଟେରା ଗ୍ୟାଙ୍ଗ ଠାବ
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ଲେଡି ଲୁଟେରା ଗ୍ୟାଙ୍ଗ ଠାବ ହୋଇଛି। ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଅଟକ ରଖିଲା ଆରପିଏଫ। ଚଳନ୍ତା ଟ୍ରେନ ଓ ଷ୍ଟେସନରେ ସେମାନେ ଚୋରି କରୁଥିଲେ। ସେମାନଙ୍କ ଠାରୁ ମହିଳାଙ୍କ ଭ୍ୟାନଟି ବ୍ୟାଗ, ସୁନା ଚେନ, ମୋବାଇଲ ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ଅପରାଧ ସଂପର୍କରେ ଆରପିଏଫ୍ ସେମାନଙ୍କୁ ପଚରାଉଚରା କରୁଛି। ପଶ୍ଚିମବଙ୍ଗରୁ ଆସି ଚୋରି ଓ ଲୁଟ୍ପାଟ୍ କରୁଥିବା […]
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ଲେଡି ଲୁଟେରା ଗ୍ୟାଙ୍ଗ ଠାବ ହୋଇଛି। ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଅଟକ ରଖିଲା ଆରପିଏଫ। ଚଳନ୍ତା ଟ୍ରେନ ଓ ଷ୍ଟେସନରେ ସେମାନେ ଚୋରି କରୁଥିଲେ। ସେମାନଙ୍କ ଠାରୁ ମହିଳାଙ୍କ ଭ୍ୟାନଟି ବ୍ୟାଗ, ସୁନା ଚେନ, ମୋବାଇଲ ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ଅପରାଧ ସଂପର୍କରେ ଆରପିଏଫ୍ ସେମାନଙ୍କୁ ପଚରାଉଚରା କରୁଛି। ପଶ୍ଚିମବଙ୍ଗରୁ ଆସି ଚୋରି ଓ ଲୁଟ୍ପାଟ୍ କରୁଥିବା ଅଭିଯୋଗ ହୋଇଛି।
02 Oct 2022
By The Sakala
ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ଲେଡି ଲୁଟେରା ଗ୍ୟାଙ୍ଗ ଠାବ
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ଲେଡି ଲୁଟେରା ଗ୍ୟାଙ୍ଗ ଠାବ ହୋଇଛି। ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଅଟକ ରଖିଲା ଆରପିଏଫ। ଚଳନ୍ତା ଟ୍ରେନ ଓ ଷ୍ଟେସନରେ ସେମାନେ ଚୋରି କରୁଥିଲେ। ସେମାନଙ୍କ ଠାରୁ ମହିଳାଙ୍କ ଭ୍ୟାନଟି ବ୍ୟାଗ, ସୁନା ଚେନ, ମୋବାଇଲ ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ଅପରାଧ ସଂପର୍କରେ ଆରପିଏଫ୍ ସେମାନଙ୍କୁ ପଚରାଉଚରା କରୁଛି। ପଶ୍ଚିମବଙ୍ଗରୁ ଆସି ଚୋରି ଓ ଲୁଟ୍ପାଟ୍ କରୁଥିବା ଅଭିଯୋଗ ହୋଇଛି।
⊕ https://www.thesakala.in/latest-odisha-news/a-gang-of-5-lady-robbers-arrested-bbsr-railway-station/article-15423