ଫ୍ରି ଫାୟାର ଗେମ୍ ଖେଳିବା ଜିଦି ନେଲା ୯ମ ଣ୍ରେଣୀ ଛାତ୍ର ଜୀଵନ, ମୋବାଇଲ ନଦେବାରୁ ଆତ୍ମହତ୍ୟା

The Sakala Picture
Published On

କେନ୍ଦୁଝର/ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଇନ୍ଦୁପୁରା ଗାଁ ରେ ଫ୍ରିଫାୟାର ଗେମ୍ ଖେଳିବା ଜିଦି ନେଇଛି ଜଣେ ଛାତ୍ରର ଜୀବନ । ମୃତକ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ୯ମ ଶ୍ରୋଣୀ ର ଛାତ୍ର ସୌମ୍ୟ ରଂଜନ ଜେନା ବୋଲି ଜଣାପଡିଛି। ସୂଚନା ଅନୁସାରେ ସୌମ୍ୟ ଗୁରୁବାର ମୋବାଇଲ୍ ରେ ଫ୍ରିଫାୟାର ଗେମ୍ ଖେଳିବାକୁ ତାଙ୍କ ମାଙ୍କୁ ମୋବାଇଲ୍ ମାଗିଥିଲେ। ହେଲେ ଗତ ୨ଦିନ ଧରି ବିଦ୍ୟାଳୟର ପରିକ୍ଷା ଚାଲିଥିବାରୁ ତାଙ୍କ ମା ମୋବାଇଲ୍ ଦେବାକୁ […]

କେନ୍ଦୁଝର/ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଇନ୍ଦୁପୁରା ଗାଁ ରେ ଫ୍ରିଫାୟାର ଗେମ୍ ଖେଳିବା ଜିଦି ନେଇଛି ଜଣେ ଛାତ୍ରର ଜୀବନ । ମୃତକ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ୯ମ ଶ୍ରୋଣୀ ର ଛାତ୍ର ସୌମ୍ୟ ରଂଜନ ଜେନା ବୋଲି ଜଣାପଡିଛି। ସୂଚନା ଅନୁସାରେ ସୌମ୍ୟ ଗୁରୁବାର ମୋବାଇଲ୍ ରେ ଫ୍ରିଫାୟାର ଗେମ୍ ଖେଳିବାକୁ ତାଙ୍କ ମାଙ୍କୁ ମୋବାଇଲ୍ ମାଗିଥିଲେ। ହେଲେ ଗତ ୨ଦିନ ଧରି ବିଦ୍ୟାଳୟର ପରିକ୍ଷା ଚାଲିଥିବାରୁ ତାଙ୍କ ମା ମୋବାଇଲ୍ ଦେବାକୁ ବାରଣ କରିଥିଲେ ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଏତିକିରେ ସୋସ୍ୟ ରାଗିଯାଇ ଛାତଉପରେ ବେକରେ ରଶି ଲଗାଇଦେଇଥିଲା । କିଛି ସମୟ ପରେ ତାଙ୍କ ଭଉଣି ଛାତକୁ ଯିବାରୁ ସୋମ୍ୟର ଏ ଅବସ୍ଥାଦେଖି ମାଙ୍କୁ ଡାକିଥିଲେ । ପରିବାର ଲୋକେ ସେଠାରୁ ତାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପହଁଞ୍ଚାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଖବର ପ୍ରଚାରିତ ହୋବାପରେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

30 Sep 2021 By The Sakala

ଫ୍ରି ଫାୟାର ଗେମ୍ ଖେଳିବା ଜିଦି ନେଲା ୯ମ ଣ୍ରେଣୀ ଛାତ୍ର ଜୀଵନ, ମୋବାଇଲ ନଦେବାରୁ ଆତ୍ମହତ୍ୟା

କେନ୍ଦୁଝର/ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଇନ୍ଦୁପୁରା ଗାଁ ରେ ଫ୍ରିଫାୟାର ଗେମ୍ ଖେଳିବା ଜିଦି ନେଇଛି ଜଣେ ଛାତ୍ରର ଜୀବନ । ମୃତକ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ୯ମ ଶ୍ରୋଣୀ ର ଛାତ୍ର ସୌମ୍ୟ ରଂଜନ ଜେନା ବୋଲି ଜଣାପଡିଛି। ସୂଚନା ଅନୁସାରେ ସୌମ୍ୟ ଗୁରୁବାର ମୋବାଇଲ୍ ରେ ଫ୍ରିଫାୟାର ଗେମ୍ ଖେଳିବାକୁ ତାଙ୍କ ମାଙ୍କୁ ମୋବାଇଲ୍ ମାଗିଥିଲେ। ହେଲେ ଗତ ୨ଦିନ ଧରି ବିଦ୍ୟାଳୟର ପରିକ୍ଷା ଚାଲିଥିବାରୁ ତାଙ୍କ ମା ମୋବାଇଲ୍ ଦେବାକୁ ବାରଣ କରିଥିଲେ ।

ଏତିକିରେ ସୋସ୍ୟ ରାଗିଯାଇ ଛାତଉପରେ ବେକରେ ରଶି ଲଗାଇଦେଇଥିଲା । କିଛି ସମୟ ପରେ ତାଙ୍କ ଭଉଣି ଛାତକୁ ଯିବାରୁ ସୋମ୍ୟର ଏ ଅବସ୍ଥାଦେଖି ମାଙ୍କୁ ଡାକିଥିଲେ । ପରିବାର ଲୋକେ ସେଠାରୁ ତାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପହଁଞ୍ଚାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଖବର ପ୍ରଚାରିତ ହୋବାପରେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର