ଓଡ଼ିଶା ପୁଲିସର ୬୩ତମ ସହିଦ ସ୍ମୃତି ଦିବସ ପାଳିତ

The Sakala Picture
Published On

କଟକ: ସର୍ବ ଭାରତୀୟ ସ୍ତରରେ ଆଜି ପାଳିତ ହେଉଛି ପୁଲିସ ସହିଦ ସ୍ମୃତି ଦିବସ ।  ଏହି ଅବସରରେ କଟକ ସ୍ଥିତ ପୁଲିସ ମୁଖାଳୟରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ । ଏହି ଉତ୍ସବ ଅବସରରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇ ଥିବା ପୁଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଚଳିତ ବର୍ଷ ଓଡିଶା ପୁଲିସରେ କାର୍ଯ୍ଯରତ ୩ ଜଣ ପୁଲିସ କର୍ମୀ ସହିଦ ହୋଇ ଥିବା ବେଳେ ସେମାନଙ୍କ ସ୍ମୃତିଆଜି ଚାରଣ କରାଯାଇଛି। […]

କଟକ: ସର୍ବ ଭାରତୀୟ ସ୍ତରରେ ଆଜି ପାଳିତ ହେଉଛି ପୁଲିସ ସହିଦ ସ୍ମୃତି ଦିବସ ।  ଏହି ଅବସରରେ କଟକ ସ୍ଥିତ ପୁଲିସ ମୁଖାଳୟରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ । ଏହି ଉତ୍ସବ ଅବସରରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇ ଥିବା ପୁଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଚଳିତ ବର୍ଷ ଓଡିଶା ପୁଲିସରେ କାର୍ଯ୍ଯରତ ୩ ଜଣ ପୁଲିସ କର୍ମୀ ସହିଦ ହୋଇ ଥିବା ବେଳେ ସେମାନଙ୍କ ସ୍ମୃତିଆଜି ଚାରଣ କରାଯାଇଛି। ଡିଜିପି ସୁନୀଲ ବଂଶଲଙ୍କ ସମେତ ଓଡିଶା ପୁଲିସରେ କାର୍ଯ୍ଯରତ ପୁଲିସ ଅଧିକରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସହିଦ ପୁଲିସଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୁଲିସ ଡିଜି।  ଚଳିତ ବର୍ଷ ସହିଦ ହୋଇ ଥିବା ସେହି ୩ ପୁଲିସ କର୍ମୀମାନଙ୍କ ମଧ୍ୟରେ ଅଛନ୍ତି ସୀତାରାମ ମୁର୍ମୁ, ମୁଣ୍ଡଳୀ ହାତୀ ଟ୍ରଜେଡି ସମୟରେ ନିଜର ପ୍ରାଣ ବଳି ଦେଇଥିଲେ ଓଡ୍ରାଫର ସ୍କୁବା ଡ଼ାଇଭର ସୀତାରାମ ।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

21 Oct 2022 By The Sakala

ଓଡ଼ିଶା ପୁଲିସର ୬୩ତମ ସହିଦ ସ୍ମୃତି ଦିବସ ପାଳିତ

କଟକ: ସର୍ବ ଭାରତୀୟ ସ୍ତରରେ ଆଜି ପାଳିତ ହେଉଛି ପୁଲିସ ସହିଦ ସ୍ମୃତି ଦିବସ ।  ଏହି ଅବସରରେ କଟକ ସ୍ଥିତ ପୁଲିସ ମୁଖାଳୟରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ । ଏହି ଉତ୍ସବ ଅବସରରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇ ଥିବା ପୁଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଚଳିତ ବର୍ଷ ଓଡିଶା ପୁଲିସରେ କାର୍ଯ୍ଯରତ ୩ ଜଣ ପୁଲିସ କର୍ମୀ ସହିଦ ହୋଇ ଥିବା ବେଳେ ସେମାନଙ୍କ ସ୍ମୃତିଆଜି ଚାରଣ କରାଯାଇଛି। ଡିଜିପି ସୁନୀଲ ବଂଶଲଙ୍କ ସମେତ ଓଡିଶା ପୁଲିସରେ କାର୍ଯ୍ଯରତ ପୁଲିସ ଅଧିକରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସହିଦ ପୁଲିସଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୁଲିସ ଡିଜି।  ଚଳିତ ବର୍ଷ ସହିଦ ହୋଇ ଥିବା ସେହି ୩ ପୁଲିସ କର୍ମୀମାନଙ୍କ ମଧ୍ୟରେ ଅଛନ୍ତି ସୀତାରାମ ମୁର୍ମୁ, ମୁଣ୍ଡଳୀ ହାତୀ ଟ୍ରଜେଡି ସମୟରେ ନିଜର ପ୍ରାଣ ବଳି ଦେଇଥିଲେ ଓଡ୍ରାଫର ସ୍କୁବା ଡ଼ାଇଭର ସୀତାରାମ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର