କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ଟି ଛେଳି ମୃତ, ୨୮ ଆହତ

The Sakala Picture
Published On

ଗଜପତି: ଗଜପତି ଜିଲ୍ଲା କାଶୀନଗର ଥାନା କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗାଁର ଏକ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳିର ମୃତ୍ୟୁ ହୋଇଥିବା ବେଳେ ୨୮ଟି ଆହତ ହୋଇଥିବା ଜଣାପଡିଛି। ସମସ୍ତ ଛେଳି ଉକ୍ତ ଗ୍ରାମର ଚାଷୀ ବି ରାମୁ ଓ ବି କ୍ରୀଷ୍ଣାଙ୍କର ବୋଲି ଜଣାପଡିଛି । ଖବରପାଇ ପଶୁ ବିଭାଗର ଅଧିକାରୀ ଓ କାଶୀନଗର ପୋଲିସର ତନାଘନା ଆରମ୍ଭ ହୋଇଛି। ପ୍ରାଣୀ ଚିକିତ୍ସାଧିକାରୀ ଗୁରୁତର ଛେଳି ମେଣ୍ଡାଗୁଡିକର ଚିକିତ୍ସା ବ୍ୟବସ୍ଥା କରିଛନ୍ତି । […]

ଗଜପତି: ଗଜପତି ଜିଲ୍ଲା କାଶୀନଗର ଥାନା କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗାଁର ଏକ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳିର ମୃତ୍ୟୁ ହୋଇଥିବା ବେଳେ ୨୮ଟି ଆହତ ହୋଇଥିବା ଜଣାପଡିଛି। ସମସ୍ତ ଛେଳି ଉକ୍ତ ଗ୍ରାମର ଚାଷୀ ବି ରାମୁ ଓ ବି କ୍ରୀଷ୍ଣାଙ୍କର ବୋଲି ଜଣାପଡିଛି । ଖବରପାଇ ପଶୁ ବିଭାଗର ଅଧିକାରୀ ଓ କାଶୀନଗର ପୋଲିସର ତନାଘନା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ପ୍ରାଣୀ ଚିକିତ୍ସାଧିକାରୀ ଗୁରୁତର ଛେଳି ମେଣ୍ଡାଗୁଡିକର ଚିକିତ୍ସା ବ୍ୟବସ୍ଥା କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ଛେଳି, ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

04 Nov 2022 By The Sakala

କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ଟି ଛେଳି ମୃତ, ୨୮ ଆହତ

ଗଜପତି: ଗଜପତି ଜିଲ୍ଲା କାଶୀନଗର ଥାନା କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗାଁର ଏକ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳିର ମୃତ୍ୟୁ ହୋଇଥିବା ବେଳେ ୨୮ଟି ଆହତ ହୋଇଥିବା ଜଣାପଡିଛି। ସମସ୍ତ ଛେଳି ଉକ୍ତ ଗ୍ରାମର ଚାଷୀ ବି ରାମୁ ଓ ବି କ୍ରୀଷ୍ଣାଙ୍କର ବୋଲି ଜଣାପଡିଛି । ଖବରପାଇ ପଶୁ ବିଭାଗର ଅଧିକାରୀ ଓ କାଶୀନଗର ପୋଲିସର ତନାଘନା ଆରମ୍ଭ ହୋଇଛି।

ପ୍ରାଣୀ ଚିକିତ୍ସାଧିକାରୀ ଗୁରୁତର ଛେଳି ମେଣ୍ଡାଗୁଡିକର ଚିକିତ୍ସା ବ୍ୟବସ୍ଥା କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ଛେଳି, ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର