ବିବାହ ଭୋଜି ଖାଇ ୪୦ରୁ ଅଧିକ ଲୋକ ଅସୁସ୍ଥ

The Sakala Picture
Published On

ରାଉରକେଲା : ରାଉରକେଲା ବାସନ୍ତୀ କଲୋନୀ ନିକଟସ୍ଥ ହରିପୁର ବସ୍ତିରେ ଘଟିଛି ଅଘଟଣ । ବିବାହ ଭୋଜି ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ଜଣା ପଡ଼ିଛି । ସୂଚନା ଅନୁଯାୟାୀ, ହରିପୁର ବସ୍ତିରେ ଜଣେ ବ୍ୟକ୍ତିଙ୍କ ପୁଅ ଗତ କିଛି ଦିନ ପୂର୍ବରୁ ବିବାହ କରିଥିଲେ। ଗତକାଲି ସେ ନିଜର ରିସେପସନ ଭୋଜି ଡିଏଭି ବିଦ୍ୟୁତ କାର୍ୟ୍ୟାଳୟରେ ଦେଇଥିଲେ । ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଝାଡାବାନ୍ତି ହୋଇଥିବା ସହ […]

ରାଉରକେଲା : ରାଉରକେଲା ବାସନ୍ତୀ କଲୋନୀ ନିକଟସ୍ଥ ହରିପୁର ବସ୍ତିରେ ଘଟିଛି ଅଘଟଣ । ବିବାହ ଭୋଜି ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ସୂଚନା ଅନୁଯାୟାୀ, ହରିପୁର ବସ୍ତିରେ ଜଣେ ବ୍ୟକ୍ତିଙ୍କ ପୁଅ ଗତ କିଛି ଦିନ ପୂର୍ବରୁ ବିବାହ କରିଥିଲେ। ଗତକାଲି ସେ ନିଜର ରିସେପସନ ଭୋଜି ଡିଏଭି ବିଦ୍ୟୁତ କାର୍ୟ୍ୟାଳୟରେ ଦେଇଥିଲେ । ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଝାଡାବାନ୍ତି ହୋଇଥିବା ସହ ସେମାନଙ୍କ ଅବସ୍ଥା ଖରାପ ହେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛିା

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

25 Nov 2021 By The Sakala

ବିବାହ ଭୋଜି ଖାଇ ୪୦ରୁ ଅଧିକ ଲୋକ ଅସୁସ୍ଥ

ରାଉରକେଲା : ରାଉରକେଲା ବାସନ୍ତୀ କଲୋନୀ ନିକଟସ୍ଥ ହରିପୁର ବସ୍ତିରେ ଘଟିଛି ଅଘଟଣ । ବିବାହ ଭୋଜି ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ଜଣା ପଡ଼ିଛି ।

ସୂଚନା ଅନୁଯାୟାୀ, ହରିପୁର ବସ୍ତିରେ ଜଣେ ବ୍ୟକ୍ତିଙ୍କ ପୁଅ ଗତ କିଛି ଦିନ ପୂର୍ବରୁ ବିବାହ କରିଥିଲେ। ଗତକାଲି ସେ ନିଜର ରିସେପସନ ଭୋଜି ଡିଏଭି ବିଦ୍ୟୁତ କାର୍ୟ୍ୟାଳୟରେ ଦେଇଥିଲେ । ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଝାଡାବାନ୍ତି ହୋଇଥିବା ସହ ସେମାନଙ୍କ ଅବସ୍ଥା ଖରାପ ହେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛିା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର