ଢେଙ୍କାନାଳ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ୪ବର୍ଷର ହାତୀ ଛୁଆ ମୃତ, କାରଣ ଅସ୍ପଷ୍ଟ

The Sakala Picture
Published On

ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋ ର ଆଜି ମୃତ୍ୟୁ ଘଟିଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ଆଜି ଅପରାହ୍ନରେ ଅଚାନକ ତାର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁର କାରଣ କଣ ହୋଇପାରେ ତାର ପରୀକ୍ଷା ନିରୀକ୍ଷା ଚାଲିଛି । ମୃତ ହିରୋ କୁ ଗତ […]

ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋ ର ଆଜି ମୃତ୍ୟୁ ଘଟିଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ଆଜି ଅପରାହ୍ନରେ ଅଚାନକ ତାର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁର କାରଣ କଣ ହୋଇପାରେ ତାର ପରୀକ୍ଷା ନିରୀକ୍ଷା ଚାଲିଛି । ମୃତ ହିରୋ କୁ ଗତ ଜୁନ ୨୦୧୯ ମସିହାରେ ରେଢ଼ାଖୋଲ ବନ ଖଣ୍ଡର ବାମରା ଅଭୟାରଣ୍ୟ ରୁ ଉଦ୍ଧାର କାରାଯାଇ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଲଲନ ପାଳନ ପାଇଁ ଅଣାଯାଇଥିଲା । ତେବେ ହିରୋର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଆଉ ୪ଟି ହାତୀ ଛୁଆ ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

13 May 2021 By The Sakala

ଢେଙ୍କାନାଳ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ୪ବର୍ଷର ହାତୀ ଛୁଆ ମୃତ, କାରଣ ଅସ୍ପଷ୍ଟ

ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋ ର ଆଜି ମୃତ୍ୟୁ ଘଟିଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ଆଜି ଅପରାହ୍ନରେ ଅଚାନକ ତାର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁର କାରଣ କଣ ହୋଇପାରେ ତାର ପରୀକ୍ଷା ନିରୀକ୍ଷା ଚାଲିଛି । ମୃତ ହିରୋ କୁ ଗତ ଜୁନ ୨୦୧୯ ମସିହାରେ ରେଢ଼ାଖୋଲ ବନ ଖଣ୍ଡର ବାମରା ଅଭୟାରଣ୍ୟ ରୁ ଉଦ୍ଧାର କାରାଯାଇ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଲଲନ ପାଳନ ପାଇଁ ଅଣାଯାଇଥିଲା । ତେବେ ହିରୋର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଆଉ ୪ଟି ହାତୀ ଛୁଆ ରହିଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର