ରାଜ୍ୟ ପୋଲିସରେ ନିଯୁକ୍ତି ପାଇଲେ ୩୯ ଖେଳାଳୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳୀ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୋଲିସ ସେବାରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି । ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବାବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି । ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ସାମିଲ କରିଥିବା ଜଣାପଡିଥିଲା । ରାଜ୍ୟର ସଫଳ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ରାଜ୍ୟ […]

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳୀ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୋଲିସ ସେବାରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି । ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବାବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି । ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ସାମିଲ କରିଥିବା ଜଣାପଡିଥିଲା । ରାଜ୍ୟର ସଫଳ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ରାଜ୍ୟ ପୋଲିସରେ ଯୋଗଦେଲେ ୩୯ ଖେଳାଳୀ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଖେଳାଳିଙ୍କୁ ମିଳିଥିଲା ପୋଲିସ ଚାକିରି । ଆଜି ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଖେଳ ଭିତ୍ତଭୂମିରେ ଓ ଖେଳାଳିଙ୍କ ବିକାଶ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖୁବ ଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ କ୍ରୀଡାବିତଙ୍କୁ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଏବେ ପରିବାରର ଦାୟିତ୍ୱ ନେଇପାରିବେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣଙ୍କ ପରିବାର ମଧ୍ୟ ଏହାକୁ ନେଇ ଗର୍ବିତ ଅନୁଭବ କରିବ । ଏହାସହ ଯୁବ ବର୍ଗଙ୍କୁ ଖେଳକୁଦରେ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ୨୦୧୮ ବିଶ୍ବକପ ହକି, ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜନ ଓଡ଼ିଶା ପାଇଁ ମାଇଲଖୁମ୍ଟ ସାବ୍ୟସ୍ତ ହୋଇଛି । ୨୦୨୩ରେ ପୁଣି ଥରେ ବିଶ୍ବକପ ହକି ଆୟୋଜନ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାମ ଆଗେଇଚାଲିଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

26 Jun 2021 By The Sakala

ରାଜ୍ୟ ପୋଲିସରେ ନିଯୁକ୍ତି ପାଇଲେ ୩୯ ଖେଳାଳୀ

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳୀ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୋଲିସ ସେବାରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି । ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବାବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି । ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ସାମିଲ କରିଥିବା ଜଣାପଡିଥିଲା । ରାଜ୍ୟର ସଫଳ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ରାଜ୍ୟ ପୋଲିସରେ ଯୋଗଦେଲେ ୩୯ ଖେଳାଳୀ ।

ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଖେଳାଳିଙ୍କୁ ମିଳିଥିଲା ପୋଲିସ ଚାକିରି । ଆଜି ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଖେଳ ଭିତ୍ତଭୂମିରେ ଓ ଖେଳାଳିଙ୍କ ବିକାଶ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖୁବ ଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ କ୍ରୀଡାବିତଙ୍କୁ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଏବେ ପରିବାରର ଦାୟିତ୍ୱ ନେଇପାରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣଙ୍କ ପରିବାର ମଧ୍ୟ ଏହାକୁ ନେଇ ଗର୍ବିତ ଅନୁଭବ କରିବ । ଏହାସହ ଯୁବ ବର୍ଗଙ୍କୁ ଖେଳକୁଦରେ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ୨୦୧୮ ବିଶ୍ବକପ ହକି, ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜନ ଓଡ଼ିଶା ପାଇଁ ମାଇଲଖୁମ୍ଟ ସାବ୍ୟସ୍ତ ହୋଇଛି । ୨୦୨୩ରେ ପୁଣି ଥରେ ବିଶ୍ବକପ ହକି ଆୟୋଜନ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାମ ଆଗେଇଚାଲିଛି ।

https://www.thesakala.in/latest-odisha-news/39-sports-persons-join-in-odisha-police-dept/article-3259
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର