ଅନାଥାଶ୍ରମରେ କରୋନା, ୩୪ ଅନ୍ତେବାସୀ କରୋନା ପଜିଟିଭ୍

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର ଦୁଇଟି ଅନାଥାଶ୍ରମର ଅନ୍ତୋବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଦୁଇଟି ଆଶ୍ରମର ମୋଟ ୩୪ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଆଶ୍ରମର ସ୍ୱତନ୍ତ୍ର କୋଠରୀରେ ଏହି ଶିଶୁମାନଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଗୋଟେପଟେ ସମଗ୍ର ଦେଶରେ କୋଭିଡକୁ ନଇ କଟକଣା ଜାରି ରହିଛି । ସ୍କୁଲ- କଲେଜ ମଧ୍ୟ ବନ୍ଦ ରହିଛି । କିନ୍ତୁ ଅନାଥାଶ୍ରମରେ କୋଭିଡ ପଜେଟିଭ ଟିହ୍ନଟ ହୋଇଥିବା ଆଜି […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର ଦୁଇଟି ଅନାଥାଶ୍ରମର ଅନ୍ତୋବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଦୁଇଟି ଆଶ୍ରମର ମୋଟ ୩୪ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଆଶ୍ରମର ସ୍ୱତନ୍ତ୍ର କୋଠରୀରେ ଏହି ଶିଶୁମାନଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଗୋଟେପଟେ ସମଗ୍ର ଦେଶରେ କୋଭିଡକୁ ନଇ କଟକଣା ଜାରି ରହିଛି । ସ୍କୁଲ- କଲେଜ ମଧ୍ୟ ବନ୍ଦ ରହିଛି । କିନ୍ତୁ ଅନାଥାଶ୍ରମରେ କୋଭିଡ ପଜେଟିଭ ଟିହ୍ନଟ ହୋଇଥିବା ଆଜି ଜଣା ପଡିଛି ।

ଆହୁରି ପଢ଼ନ୍ତୁ: ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ କୁମାର ଜେନା

14 May 2021 By The Sakala

ଅନାଥାଶ୍ରମରେ କରୋନା, ୩୪ ଅନ୍ତେବାସୀ କରୋନା ପଜିଟିଭ୍

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର ଦୁଇଟି ଅନାଥାଶ୍ରମର ଅନ୍ତୋବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଦୁଇଟି ଆଶ୍ରମର ମୋଟ ୩୪ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଆଶ୍ରମର ସ୍ୱତନ୍ତ୍ର କୋଠରୀରେ ଏହି ଶିଶୁମାନଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଗୋଟେପଟେ ସମଗ୍ର ଦେଶରେ କୋଭିଡକୁ ନଇ କଟକଣା ଜାରି ରହିଛି । ସ୍କୁଲ- କଲେଜ ମଧ୍ୟ ବନ୍ଦ ରହିଛି । କିନ୍ତୁ ଅନାଥାଶ୍ରମରେ କୋଭିଡ ପଜେଟିଭ ଟିହ୍ନଟ ହୋଇଥିବା ଆଜି ଜଣା ପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର