ଯବାନଙ୍କ ଗାଡ଼ି ଉଡାଇଲା ଲାଲ୍ ବାହିନୀ; ୩ ଯବାନ ସହିଦ୍, ୧୦ ଗୁରୁତର

The Sakala Picture
Published On

ମାଲକାନଗିରି: ସୀମାରେ ଲାଲ୍ ବାହିନୀଙ୍କ ବର୍ବର କାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମଙ୍ଗଳବାର ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଯବାନଙ୍କ ବସ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ (DRG)ର ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୨୦ରୁ ଅଧିକ ଯବାନ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଯବାନଙ୍କୁ ସ୍ଥାନୀୟ […]

ମାଲକାନଗିରି: ସୀମାରେ ଲାଲ୍ ବାହିନୀଙ୍କ ବର୍ବର କାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମଙ୍ଗଳବାର ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଯବାନଙ୍କ ବସ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ (DRG)ର ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ

ବିସ୍ଫୋରଣରେ ୨୦ରୁ ଅଧିକ ଯବାନ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। କମ୍ବିଂ ଅପରେସନ୍ ସାରି ୨୪ ଜଣ ଯବାନ ବସରେ ଫେରୁଥିବା ବେଳେ ଧୋଡ଼ାଇ ପଲ୍ଲେନାର ରାସ୍ତାରେ ନକ୍ସଲ୍ ଆଇଇଡି ବିସ୍ଫୋରଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

23 Mar 2021 By The Sakala

ଯବାନଙ୍କ ଗାଡ଼ି ଉଡାଇଲା ଲାଲ୍ ବାହିନୀ; ୩ ଯବାନ ସହିଦ୍, ୧୦ ଗୁରୁତର

ମାଲକାନଗିରି: ସୀମାରେ ଲାଲ୍ ବାହିନୀଙ୍କ ବର୍ବର କାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମଙ୍ଗଳବାର ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଯବାନଙ୍କ ବସ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ (DRG)ର ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

ବିସ୍ଫୋରଣରେ ୨୦ରୁ ଅଧିକ ଯବାନ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। କମ୍ବିଂ ଅପରେସନ୍ ସାରି ୨୪ ଜଣ ଯବାନ ବସରେ ଫେରୁଥିବା ବେଳେ ଧୋଡ଼ାଇ ପଲ୍ଲେନାର ରାସ୍ତାରେ ନକ୍ସଲ୍ ଆଇଇଡି ବିସ୍ଫୋରଣ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର