୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

The Sakala Picture
Published On

ଵୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଛକ ନିକଟରେ ରବିବାର ଅପରାହ୍ନରେ ଦୁଇବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଜେଜେ ଏବଂ ନାତି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ମୁତାବକ ଓଡି -୧୧ଏକ୍ସ-୧୪୬୬ ଯୋଗେ ପୁରୁଣିଆ ଉପକଣ୍ଠ ନୁଆସାହିର କୃଷ୍ଣ ମହାକୁଡ଼ ନିଜର ୨୪ବର୍ଷୀୟ ପୁଅ ମିଥୁନଚନ୍ଦ୍ର ଏବଂ ଛୋଟ ନାତି ସହିତ ଯାଉଥିବା ବେଳେ ବିପରୀତ ଦିଗରୁ ଓଡି ୦୧ଏମ ୮୪୦୬ ଯୋଗେ ଆସୁଥିବା ଖଇରିବଣୀ […]

ଵୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଛକ ନିକଟରେ ରବିବାର ଅପରାହ୍ନରେ ଦୁଇବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଜେଜେ ଏବଂ ନାତି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ମୁତାବକ ଓଡି -୧୧ଏକ୍ସ-୧୪୬୬ ଯୋଗେ ପୁରୁଣିଆ ଉପକଣ୍ଠ ନୁଆସାହିର କୃଷ୍ଣ ମହାକୁଡ଼ ନିଜର ୨୪ବର୍ଷୀୟ ପୁଅ ମିଥୁନଚନ୍ଦ୍ର ଏବଂ ଛୋଟ ନାତି ସହିତ ଯାଉଥିବା ବେଳେ ବିପରୀତ ଦିଗରୁ ଓଡି ୦୧ଏମ ୮୪୦୬ ଯୋଗେ ଆସୁଥିବା ଖଇରିବଣୀ ଗ୍ରାମର ଡାକ୍ତର ଚନ୍ଦ୍ରର ମହାନ୍ତଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ମିଥୁନଚନ୍ଦ୍ର ଏବଂ ଡାକ୍ତରଚନ୍ଦ୍ର ଗୁରୁତର ଆହତ ହୋଇଥିବାବେଳେ ଏଥିରୁ କୃଷ୍ଣ ଏବଂ ତାଙ୍କର ନାତି ଅଳ୍ପକେ ବର୍ତ୍ତି ଯାଇଥିଲେ । ଉଭୟଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଵୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥାରେ ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସାପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ନିର୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଯାଜପୁର କାଳୀମେଘା ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ୫ ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

21 Nov 2021 By The Sakala

୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

ଵୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଛକ ନିକଟରେ ରବିବାର ଅପରାହ୍ନରେ ଦୁଇବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଜେଜେ ଏବଂ ନାତି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ମୁତାବକ ଓଡି -୧୧ଏକ୍ସ-୧୪୬୬ ଯୋଗେ ପୁରୁଣିଆ ଉପକଣ୍ଠ ନୁଆସାହିର କୃଷ୍ଣ ମହାକୁଡ଼ ନିଜର ୨୪ବର୍ଷୀୟ ପୁଅ ମିଥୁନଚନ୍ଦ୍ର ଏବଂ ଛୋଟ ନାତି ସହିତ ଯାଉଥିବା ବେଳେ ବିପରୀତ ଦିଗରୁ ଓଡି ୦୧ଏମ ୮୪୦୬ ଯୋଗେ ଆସୁଥିବା ଖଇରିବଣୀ ଗ୍ରାମର ଡାକ୍ତର ଚନ୍ଦ୍ରର ମହାନ୍ତଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ମିଥୁନଚନ୍ଦ୍ର ଏବଂ ଡାକ୍ତରଚନ୍ଦ୍ର ଗୁରୁତର ଆହତ ହୋଇଥିବାବେଳେ ଏଥିରୁ କୃଷ୍ଣ ଏବଂ ତାଙ୍କର ନାତି ଅଳ୍ପକେ ବର୍ତ୍ତି ଯାଇଥିଲେ । ଉଭୟଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଵୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥାରେ ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସାପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ନିର୍ଦେଶ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର