ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍: ପ୍ରାରମ୍ଭିକ ସୂଚନା ଅନୁସାରେ ୭୦% ମତଦାନ, ସଂଖ୍ୟା ବଢ଼ିପାରେ- ରାଜ୍ଯ ନିର୍ବାଚନ କମିଶନର

The Sakala Picture
Published On

ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍ । ପ୍ରଥମ ପର୍ୟ୍ୟାୟରେ ମୋଟ ୭୧ଟି ବ୍ଲକର ୧୬୬୯ଟି ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ ହୋଇଥିଲା । ୨୨ ହଜାର ୩୭୯ ବୁଥରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ଜୁନାଗଡ଼ ବ୍ଲକ କୁଣ୍ଡାମେଲା ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ବିଶେଷ କାରଣ ପାଇଁ ନିର୍ବାଚନ ହୋଇନାହିଁ । ଆଉ କିଛି ସ୍ଥାନରେ ଆଇନ୍ ଶୃଙ୍ଖଳା ପାଇଁ […]

ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍ । ପ୍ରଥମ ପର୍ୟ୍ୟାୟରେ ମୋଟ ୭୧ଟି ବ୍ଲକର ୧୬୬୯ଟି ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ ହୋଇଥିଲା । ୨୨ ହଜାର ୩୭୯ ବୁଥରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ଜୁନାଗଡ଼ ବ୍ଲକ କୁଣ୍ଡାମେଲା ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ବିଶେଷ କାରଣ ପାଇଁ ନିର୍ବାଚନ ହୋଇନାହିଁ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ଆଉ କିଛି ସ୍ଥାନରେ ଆଇନ୍ ଶୃଙ୍ଖଳା ପାଇଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ୍, ଯାଜପୁର ଜିଲ୍ଲାର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ପ୍ରଥମ ପର୍ଯ୍ଯାୟ ଭଳି ଆଗାମୀ ପର୍ଯ୍ଯାୟ ମତଦାନରେ ସମସ୍ତ ଅଧିକାରୀ, ପୁଲିସ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

16 Feb 2022 By The Sakala

ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍: ପ୍ରାରମ୍ଭିକ ସୂଚନା ଅନୁସାରେ ୭୦% ମତଦାନ, ସଂଖ୍ୟା ବଢ଼ିପାରେ- ରାଜ୍ଯ ନିର୍ବାଚନ କମିଶନର

ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍ । ପ୍ରଥମ ପର୍ୟ୍ୟାୟରେ ମୋଟ ୭୧ଟି ବ୍ଲକର ୧୬୬୯ଟି ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ ହୋଇଥିଲା । ୨୨ ହଜାର ୩୭୯ ବୁଥରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ଜୁନାଗଡ଼ ବ୍ଲକ କୁଣ୍ଡାମେଲା ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ବିଶେଷ କାରଣ ପାଇଁ ନିର୍ବାଚନ ହୋଇନାହିଁ ।

ଆଉ କିଛି ସ୍ଥାନରେ ଆଇନ୍ ଶୃଙ୍ଖଳା ପାଇଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ୍, ଯାଜପୁର ଜିଲ୍ଲାର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ପ୍ରଥମ ପର୍ଯ୍ଯାୟ ଭଳି ଆଗାମୀ ପର୍ଯ୍ଯାୟ ମତଦାନରେ ସମସ୍ତ ଅଧିକାରୀ, ପୁଲିସ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର