ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ: ନଗର ଉନ୍ନୟନ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହୋଇଥିଲା ବିଧାନସଭା ଅଧିବେଶନ। ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ଆପାର୍ଟମେଣ୍ଟ ଜନିିତ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/ କୋଠାବାଡି ନିର୍ମାଣ ବିରୁଦ୍ଧରେ ମୋଟ ୪୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ତନ୍ମଧ୍ୟରୁ ୧୯୧ ଟି ମାମଲାରେ ଭୂମିସାତ ପାଇଁ ଆଦେଶ ହୋଇଥିବା ସ୍ଥଳେ ୬୩ ଟି ମାମଲା […]

ଭୁବନେଶ୍ବର: ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହୋଇଥିଲା ବିଧାନସଭା ଅଧିବେଶନ। ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ଆପାର୍ଟମେଣ୍ଟ ଜନିିତ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଥରଗାଡ଼ିଆ ଗାଁର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/ କୋଠାବାଡି ନିର୍ମାଣ ବିରୁଦ୍ଧରେ ମୋଟ ୪୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ତନ୍ମଧ୍ୟରୁ ୧୯୧ ଟି ମାମଲାରେ ଭୂମିସାତ ପାଇଁ ଆଦେଶ ହୋଇଥିବା ସ୍ଥଳେ ୬୩ ଟି ମାମଲା ଖାରଜ ହୋଇଛି ଏବଂ ୨୩୭ ଟି ମାମଲା ବିଚାରାଧୀନ ଅଛି । ସେହିପରି ଭୁବନେଶ୍ଵର ମହାନଗର ନିଗମ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/କୋଠାବାଡି ନିର୍ମାଣ ବିରୁଦ୍ଧରେ ୧୪୪୪ ଟି ମାମଲା ରୁଜୁ ହୋଇଥିବା ବେଳେ ଏଥି ମଧ୍ୟରୁ ୪୫୧ ଟି ମାମଲା ଫଇସଲା ହୋଇସାରିଛି ଏବଂ ୯୯୩ ଟି ମାମଲା ବିଚାରଧୀନ ଅଛି । ଆଇନ ଉଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୫ ସୁଦ୍ଧା ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡର ଦୋଷୀ ଦାରା ସିଂହଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

27 Aug 2024 By The Sakala

ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହୋଇଥିଲା ବିଧାନସଭା ଅଧିବେଶନ। ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ଆପାର୍ଟମେଣ୍ଟ ଜନିିତ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/ କୋଠାବାଡି ନିର୍ମାଣ ବିରୁଦ୍ଧରେ ମୋଟ ୪୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ତନ୍ମଧ୍ୟରୁ ୧୯୧ ଟି ମାମଲାରେ ଭୂମିସାତ ପାଇଁ ଆଦେଶ ହୋଇଥିବା ସ୍ଥଳେ ୬୩ ଟି ମାମଲା ଖାରଜ ହୋଇଛି ଏବଂ ୨୩୭ ଟି ମାମଲା ବିଚାରାଧୀନ ଅଛି । ସେହିପରି ଭୁବନେଶ୍ଵର ମହାନଗର ନିଗମ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/କୋଠାବାଡି ନିର୍ମାଣ ବିରୁଦ୍ଧରେ ୧୪୪୪ ଟି ମାମଲା ରୁଜୁ ହୋଇଥିବା ବେଳେ ଏଥି ମଧ୍ୟରୁ ୪୫୧ ଟି ମାମଲା ଫଇସଲା ହୋଇସାରିଛି ଏବଂ ୯୯୩ ଟି ମାମଲା ବିଚାରଧୀନ ଅଛି । ଆଇନ ଉଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର