ଭୟ ବଢାଇଲା କରୋନା : ଭୁବନେଶ୍ବରରେ ୧୦୦ ପାର୍‌ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ଦିର୍ଘ ୫ ମାସ ପରେ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଛି। ତେବେ ଚିହ୍ନଟ ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍  ୮୦ ରହିଛି ଯାହା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି।। ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ […]

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ଦିର୍ଘ ୫ ମାସ ପରେ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଛି। ତେବେ ଚିହ୍ନଟ ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍  ୮୦ ରହିଛି ଯାହା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି।।

ଆହୁରି ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଏପ୍ରିଲ ସୁଦ୍ଧା ଆସନ ସଂରକ୍ଷଣ ଚୂଡାନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ ଭିତରୁ ବାପୁଜୀ ନଗର, ବରମୁଣ୍ଡା, ଭୀମଟାଙ୍ଗି, ଭୋଇନଗର, ବିଜେପି ନଗର, ଚନ୍ଦ୍ରଶେଖରପୁର, ଫରେଷ୍ଟ ପାର୍କ, ଖଣ୍ଡଗିରି ବରି, ଖାରବେଳନଗର, ହଂସପାଳ, ଗଜପତି ନଗର, ଗାଡ଼କଣ, ପଳାଶୁଣୀ, ଶୈଳଶ୍ରୀ ବିହାର, କପିଳପ୍ରସାଦ, ସୌଭାଗ୍ୟ ନଗର, ଭିଏସ୍‌ଏସ୍‌ ନଗର, ପାହାଳ, ୟୁନିଟ୍‌-୬, ୟୁନିଟ୍‌-୪, ୟୁନିଟ୍‌-୩, ୟୁନିଟ୍‌-୧, ସୂର୍ଯ୍ୟନଗର, ୟୁନିଟ୍‌-୯, ୟୁନିଟ୍‌-୮, ୟୁନିଟ୍‌-୭ ଓ ପଳାସୁଣୀରୁ ଜଣେ ଲେଖାଏଁ ଅଛନ୍ତି।

ଆହୁରି ପଢ଼ନ୍ତୁ: କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ସେହିପରି ବମିଖାଲରୁ ୨, ଟଙ୍କପାଣି ରୋଡ୍‌ରୁ ୨, ସୁନ୍ଦରପଦାରୁ ୨, ଲକ୍ଷ୍ମୀସାଗରରୁ ୩, ରସୁଲଗଡ଼ରୁ ୭, ଖଣ୍ଡଗିରିରୁ ୧୨, ନୟାପଲ୍ଲୀରୁ ୫, ଓଲ୍‌ଡ ଟାଉନ୍‌ରୁ ୬, ପଟିଆରୁ ୫, ସହିଦ ନଗରରୁ ୫ ଜଣ ଲେଖାଏଁ ଲୋକାଲ୍‌ କେସ ଅଛନ୍ତି। ଏହାଛଡ଼ା ଆଜି ୩୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ବିଏମସି ଅଞ୍ଚଳରୁ ଏଯାବତ୍ ୩୨ ହଜାର ୮୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ସେପଟେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସିଲ୍ କରାଯାଇଛି। ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ୧୦ ଦିନ ପାଇଁ ସିଲ୍ କରାଯାଉଛି। ଆପାର୍ଟମେଣ୍ଟ ଭିତରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ବାରଣ କରାଯାଇଛି। କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀଙ୍କୁ ପ୍ରବେଶ ଅନୁମତି ରହିଛି।

06 Apr 2021 By The Sakala

ଭୟ ବଢାଇଲା କରୋନା : ଭୁବନେଶ୍ବରରେ ୧୦୦ ପାର୍‌ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ଦିର୍ଘ ୫ ମାସ ପରେ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଛି। ତେବେ ଚିହ୍ନଟ ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍  ୮୦ ରହିଛି ଯାହା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି।।

ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ ଭିତରୁ ବାପୁଜୀ ନଗର, ବରମୁଣ୍ଡା, ଭୀମଟାଙ୍ଗି, ଭୋଇନଗର, ବିଜେପି ନଗର, ଚନ୍ଦ୍ରଶେଖରପୁର, ଫରେଷ୍ଟ ପାର୍କ, ଖଣ୍ଡଗିରି ବରି, ଖାରବେଳନଗର, ହଂସପାଳ, ଗଜପତି ନଗର, ଗାଡ଼କଣ, ପଳାଶୁଣୀ, ଶୈଳଶ୍ରୀ ବିହାର, କପିଳପ୍ରସାଦ, ସୌଭାଗ୍ୟ ନଗର, ଭିଏସ୍‌ଏସ୍‌ ନଗର, ପାହାଳ, ୟୁନିଟ୍‌-୬, ୟୁନିଟ୍‌-୪, ୟୁନିଟ୍‌-୩, ୟୁନିଟ୍‌-୧, ସୂର୍ଯ୍ୟନଗର, ୟୁନିଟ୍‌-୯, ୟୁନିଟ୍‌-୮, ୟୁନିଟ୍‌-୭ ଓ ପଳାସୁଣୀରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି ବମିଖାଲରୁ ୨, ଟଙ୍କପାଣି ରୋଡ୍‌ରୁ ୨, ସୁନ୍ଦରପଦାରୁ ୨, ଲକ୍ଷ୍ମୀସାଗରରୁ ୩, ରସୁଲଗଡ଼ରୁ ୭, ଖଣ୍ଡଗିରିରୁ ୧୨, ନୟାପଲ୍ଲୀରୁ ୫, ଓଲ୍‌ଡ ଟାଉନ୍‌ରୁ ୬, ପଟିଆରୁ ୫, ସହିଦ ନଗରରୁ ୫ ଜଣ ଲେଖାଏଁ ଲୋକାଲ୍‌ କେସ ଅଛନ୍ତି। ଏହାଛଡ଼ା ଆଜି ୩୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ବିଏମସି ଅଞ୍ଚଳରୁ ଏଯାବତ୍ ୩୨ ହଜାର ୮୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ସେପଟେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସିଲ୍ କରାଯାଇଛି। ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ୧୦ ଦିନ ପାଇଁ ସିଲ୍ କରାଯାଉଛି। ଆପାର୍ଟମେଣ୍ଟ ଭିତରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ବାରଣ କରାଯାଇଛି। କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀଙ୍କୁ ପ୍ରବେଶ ଅନୁମତି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର