ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଗିରଫ ...

Deviprasad Mohanty Picture
Published On

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଗିରଫ ସୂଚନା। ଉମା ବିଷୋୟୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବାରେ ସାର୍ପ ସୁଟରକୁ ନିୟୋଜିତ କରିଥିଲା । ପ୍ରଥମେ ବିହାର ଓ ପରେ ବନ୍ଥପଲ୍ଲୀର ଦୁଇ ସାର୍ପ ସୁଟରଙ୍କୁ ପୀତବାସ ପଣ୍ଡା ହତ୍ୟା କରିବା ନିମନ୍ତେ ନିୟୋଜିତ କରିଥିଲା ଉମା । ଉମାଙ୍କୁ ଧରିବା ପାଇଁ ପୁଲିସର ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଉମାଙ୍କୁ ଧରିବା ପାଇଁ ଦୁଇଟି ଟିମ ଗଠନ ହୋଇଥିଲା । ଉମାଙ୍କ ସହ ଆଉ ଜଣକୁ ମଧ୍ୟ ପୋଲିସ କାବୁ କରିଥିବା ସୂଚନା। ଅନ୍ୟଜଣେ ସାର୍ପ ସୁଟର କୁରୂପତି ଭୂୟାଁ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

03 Nov 2025 By Deviprasad Mohanty

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଗିରଫ ...

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଗିରଫ ସୂଚନା। ଉମା ବିଷୋୟୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବାରେ ସାର୍ପ ସୁଟରକୁ ନିୟୋଜିତ କରିଥିଲା । ପ୍ରଥମେ ବିହାର ଓ ପରେ ବନ୍ଥପଲ୍ଲୀର ଦୁଇ ସାର୍ପ ସୁଟରଙ୍କୁ ପୀତବାସ ପଣ୍ଡା ହତ୍ୟା କରିବା ନିମନ୍ତେ ନିୟୋଜିତ କରିଥିଲା ଉମା । ଉମାଙ୍କୁ ଧରିବା ପାଇଁ ପୁଲିସର ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଉମାଙ୍କୁ ଧରିବା ପାଇଁ ଦୁଇଟି ଟିମ ଗଠନ ହୋଇଥିଲା । ଉମାଙ୍କ ସହ ଆଉ ଜଣକୁ ମଧ୍ୟ ପୋଲିସ କାବୁ କରିଥିବା ସୂଚନା। ଅନ୍ୟଜଣେ ସାର୍ପ ସୁଟର କୁରୂପତି ଭୂୟାଁ ବୋଲି ଅନୁମାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର