ଗୋଟିଏ ଝିଅକୁ ବାହା ହେଲେ ଦୁଇ ଭାଇ

The Sakala Picture
Published On

ନାହନ : ହିମାଚଳ ପ୍ରଦେଶରେ ଦୁଇଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି। ସିରମୋର ଜିଲ୍ଲାର ଶିଲାଇ ଗାଁର ପ୍ରଦୀପ ନେଗୀ ଓ କପିଲ ନେଗୀ କହ୍ନାଟ ଗାଁର ଯୁବତୀ ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି। ଏହି ଅଞ୍ଚଳରେ ଅବଶ୍ୟ ଏଭଳି ବିବାହ ଆଦୌ ନୂଆ ନୁହଁ। ଏଠାରେ ଏଭଳି ବିବାହର ପରମ୍ପରା ରହିଆସିଛି। ଏହି ପରମ୍ପରାକୁ ବହୁପତି ବିବାହ କୁହାଯାଇଥାଏ। ଏହି ବିବାହ ଉତ୍ସବ ୩ ଦିନ ଧରି ଚାଲିଥିଲା। ପ୍ରଦୀପ ଜଳ ଶକ୍ତି ନିଗମର କର୍ମଚାରୀ […]

ନାହନ : ହିମାଚଳ ପ୍ରଦେଶରେ ଦୁଇଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି। ସିରମୋର ଜିଲ୍ଲାର ଶିଲାଇ ଗାଁର ପ୍ରଦୀପ ନେଗୀ ଓ କପିଲ ନେଗୀ କହ୍ନାଟ ଗାଁର ଯୁବତୀ ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି। ଏହି ଅଞ୍ଚଳରେ ଅବଶ୍ୟ ଏଭଳି ବିବାହ ଆଦୌ ନୂଆ ନୁହଁ। ଏଠାରେ ଏଭଳି ବିବାହର ପରମ୍ପରା ରହିଆସିଛି। ଏହି ପରମ୍ପରାକୁ ବହୁପତି ବିବାହ କୁହାଯାଇଥାଏ।

ଆହୁରି ପଢ଼ନ୍ତୁ: ଯୌନ ନିର୍ଯାତନା ମାମଲାରୁ ଦୋଷମୁକ୍ତ ହେଲେ ପୂର୍ବତନ WFI ମୁଖ୍ୟ ବ୍ରିଜଭୂଷଣ ସିଂହ

ଏହି ବିବାହ ଉତ୍ସବ ୩ ଦିନ ଧରି ଚାଲିଥିଲା। ପ୍ରଦୀପ ଜଳ ଶକ୍ତି ନିଗମର କର୍ମଚାରୀ ଭାବେ ଚାକିରି କରୁଛନ୍ତି। ସେହିପରି ତାଙ୍କ ଭାଇ କପିଲ୍‌‌ ମଧ୍ୟପ୍ରାଚ୍ୟ ଦେଶ ବାହରିନର ଏକ ହୋଟେଲରେ ଚାକିରି କରିଛନ୍ତି। ଏଭଳି ବିବାହ ପରିବାରକୁ ଏକାଠି କରି ରଖିଥାଏ ବୋଲି କୁହାଯାଉଛି। ୩ ଜଣ ମିଳିତ ଭାବେ ଏହି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: ମଧ୍ୟସ୍ଥି ତାଲିକାରୁ ପାକିସ୍ତାନକୁ ବାଦ୍ ଦେଲେ ଡୋନାଲ୍ଡ ଟ୍ରମ୍ପ, ଉଠିଲା ପକ୍ଷପାତିତାର ଅଭିଯୋଗ

20 Jul 2025 By The Sakala

ଗୋଟିଏ ଝିଅକୁ ବାହା ହେଲେ ଦୁଇ ଭାଇ

ନାହନ : ହିମାଚଳ ପ୍ରଦେଶରେ ଦୁଇଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି। ସିରମୋର ଜିଲ୍ଲାର ଶିଲାଇ ଗାଁର ପ୍ରଦୀପ ନେଗୀ ଓ କପିଲ ନେଗୀ କହ୍ନାଟ ଗାଁର ଯୁବତୀ ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି। ଏହି ଅଞ୍ଚଳରେ ଅବଶ୍ୟ ଏଭଳି ବିବାହ ଆଦୌ ନୂଆ ନୁହଁ। ଏଠାରେ ଏଭଳି ବିବାହର ପରମ୍ପରା ରହିଆସିଛି। ଏହି ପରମ୍ପରାକୁ ବହୁପତି ବିବାହ କୁହାଯାଇଥାଏ।

ଏହି ବିବାହ ଉତ୍ସବ ୩ ଦିନ ଧରି ଚାଲିଥିଲା। ପ୍ରଦୀପ ଜଳ ଶକ୍ତି ନିଗମର କର୍ମଚାରୀ ଭାବେ ଚାକିରି କରୁଛନ୍ତି। ସେହିପରି ତାଙ୍କ ଭାଇ କପିଲ୍‌‌ ମଧ୍ୟପ୍ରାଚ୍ୟ ଦେଶ ବାହରିନର ଏକ ହୋଟେଲରେ ଚାକିରି କରିଛନ୍ତି। ଏଭଳି ବିବାହ ପରିବାରକୁ ଏକାଠି କରି ରଖିଥାଏ ବୋଲି କୁହାଯାଉଛି। ୩ ଜଣ ମିଳିତ ଭାବେ ଏହି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର