ସୋମବାର ରାଶିଫଳ (୧୧-୦୯-୨୦୨୩)

The Sakala Picture
Published On

ମେଷ: ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସଙ୍ଗୀତ, ନୃତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଚିନ୍ତା ଅବସାଦରେ ଦିନ ବିତିବ। ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି। ବୃଷ: ଅଚାନକ ଖୁସି ଖବର ପାଇବେ। ଅନ୍ୟଙ୍କୁ ଉଧାର ଦିଅନ୍ତୁ ନାହିଁ। ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହେବ। ନୂତନ ବସ୍ତୁ କିଣିପାରନ୍ତି। ନୂତନ ବ୍ୟବସାୟ କରିବାରେ ଲାଭ ମିଳିବ। ପୂଜାର୍ଚ୍ଚନାରେ ସମୟ ବିତିବ। ମିଥୁନ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତମ […]

ମେଷ: ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସଙ୍ଗୀତ, ନୃତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଚିନ୍ତା ଅବସାଦରେ ଦିନ ବିତିବ। ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୧୩-୦୩-୨୦୨୬ )

ବୃଷ: ଅଚାନକ ଖୁସି ଖବର ପାଇବେ। ଅନ୍ୟଙ୍କୁ ଉଧାର ଦିଅନ୍ତୁ ନାହିଁ। ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହେବ। ନୂତନ ବସ୍ତୁ କିଣିପାରନ୍ତି। ନୂତନ ବ୍ୟବସାୟ କରିବାରେ ଲାଭ ମିଳିବ। ପୂଜାର୍ଚ୍ଚନାରେ ସମୟ ବିତିବ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୧୨-୦୩-୨୦୨୬ )

ମିଥୁନ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ। ସାମାଜିକ କାର୍ଯ୍ୟରେ ଉଚ୍ଚପ୍ରଶଂସିତ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

କର୍କଟ: ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ଅଯଥା ଖର୍ଚ୍ଚ ହେବ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ବ୍ୟବହାରରେ ସଂଯମତା ଆଚରଣ ଦେଖାନ୍ତୁ। ଶାରୀରିକ ଓ ମାନସିକ ଚିନ୍ତା ଦେଖାଦେଇପାରେ।

ସିଂହ: ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ପରିବାର ବା ବନ୍ଧୁଙ୍କ ସହିତ ଦୂରସ୍ଥାନ ଯାତ୍ରା କରିପାରନ୍ତି। ମନ ହାଲୁକା ରହିବ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ସମୟ ପୂର୍ବରୁ ସମାପ୍ତ କରନ୍ତୁ।

କନ୍ୟା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଧାଁ ଧଉଡ଼ରେ ଦିନ ବିତିବ। ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଅଚାନକ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତି। ମହିଳାଙ୍କ ଦାୟିତ୍ବ ବଢ଼ିବ।

ତୁଳା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ସମସ୍ୟା ଲାଗି ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ସମାଜରେ ମାନସମ୍ମାନ ପାଇବେ। ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି। ବାଦ- ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଆତ୍ମବିଶ୍ବାସ ଭରପୂର ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଉପଯୁକ୍ତ ସମୟ। ପରିବାରରେ ସୁଖ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। ଆର୍ଥିକ ସହଯୋଗ ପାଇବେ।

ଧନୁ: ବ୍ୟବସାୟ ପାଇଁ ଯାତ୍ରା ଶୁଭଦାୟକ। ଅଯଥା ଯୁକ୍ତି କରନ୍ତୁନି। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ଜମି କ୍ରୟ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ।

ମକର: କୌଣସି ମାମଲାରେ ଅଧିକ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି କରିବେ। ପ୍ରେମ ବ୍ୟାପାରରେ ଶୁଭ ଖବର ମିଳିବ ।

କୁମ୍ଭ: ଅଟକି ରହିଥିବା କାମ ପୂରା ହେବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବନ୍ଧୁଙ୍କ ସହ ସାକ୍ଷାତହେବ। ଉଦ୍ଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ଘଟିବ।

ମୀନ: ଅନ୍ୟ କାହାକୁ ବିଶ୍ବାସ କରି ନିଜ ବ୍ୟବସାୟ ସମ୍ପର୍କିତ ତଥ୍ୟ ଦିଅନ୍ତୁନି। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ବିପରୀତ ସମୟରେ ଧୈର୍ଯ୍ୟହରା ହେବା ଆଦୌ ଅନୁଚିତ। ଜମି କିଣା ଯୋଗ ରହିଛି।

11 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp