ରବିବାର ରାଶିଫଳ ( ୦୬-୦୨-୨୦୨୨ )
ମେଷ : ବିଭିନ୍ନ ସମସ୍ୟା େଦଇ ଗତି କରିେବ। ରାଜନୀତିରେ ବିେରାଧୀ ପ୍ରଭାବିତ କରିେବ। ଚାକିରିେର କାର୍ଯ୍ୟଭାର ରହିବ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା। ବୃଷ : କର୍ମକ୍ଷେତ୍ର ପରିସର ଅଭିବୃଦ୍ଧ ହେବ। ସାଂସାରିକ ସୁଖ ସମ୍ମାନ ପ୍ରାପ୍ତି ହେବ। ଚାକିରିରେ ମାନ ମର୍ଯ୍ୟାଦା ବଢ଼ିବ। ରାଜନୀତିରେ ପ୍ରତିଷ୍ଠିତ ହେବେ। ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ। ମିଥୁନ : […]
ମେଷ : ବିଭିନ୍ନ ସମସ୍ୟା େଦଇ ଗତି କରିେବ। ରାଜନୀତିରେ ବିେରାଧୀ ପ୍ରଭାବିତ କରିେବ। ଚାକିରିେର କାର୍ଯ୍ୟଭାର ରହିବ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।
ବୃଷ : କର୍ମକ୍ଷେତ୍ର ପରିସର ଅଭିବୃଦ୍ଧ ହେବ। ସାଂସାରିକ ସୁଖ ସମ୍ମାନ ପ୍ରାପ୍ତି ହେବ। ଚାକିରିରେ ମାନ ମର୍ଯ୍ୟାଦା ବଢ଼ିବ। ରାଜନୀତିରେ ପ୍ରତିଷ୍ଠିତ ହେବେ। ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।
ମିଥୁନ : ସମାଜରେ ପ୍ରତିଷ୍ଠିତ ହେବେ। ପ୍ରେମ ଓ ସାଂସାରିକ ସ୍ନେହ ଓ ସୌହାର୍ଦ୍ଦ୍ୟ ଅତୁଟ ରହିବ। ରାଜନୀତିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ସମୃଦ୍ଧ ପ୍ରାପ୍ତି ହେବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ଆକାଶୀ।
କର୍କଟ : ଅଟକି ରହିଥିବା କାର୍ଯ୍ୟ ସମାପନ କରିବେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ କର୍ମତତ୍ପର ରହିବେ। ବାଣିଜ୍ୟରେ ଶୁଭଫଳ ଦାୟକ ହେବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।
ସିଂହ : ଦିନଟି ବିଷମ ପରିସ୍ଥତି ଦେଇ ଗତିକରିବେ। ରାଜନୀତିରେ ବାଧାବିଘ୍ନ ରହିବ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ- ସବୁଜ।
କନ୍ୟା : କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୪ ,ଶୁଭ ରଙ୍ଗ- ମେଟାଲିକ୍।
ତୁଳା : ବହୁ ଚେଷ୍ଟା କରି ସୁଫଳ ପାଇବେ। ଆର୍ଥିକ ସ୍ଥତିରେ ସୁଧାର ଆସିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ନୂତନ ପୁଞ୍ଜି ଖଟାଇ ସୁଫଳ ପାଇବେ। ଶିକ୍ଷାର୍ଥୀ ଆଜ୍ଞାଧୀନ ହେବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ଧଳା।
ବିଛା : କୌଣସି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଚାକିରିରେ ସହଯୋଗ ପାଇବେ। ମହିଳାମାନଙ୍କ ଗୃହକାର୍ଯ୍ୟରେ ମନ ରହିବ। ବାଣିଜ୍ୟ ଲାଭପ୍ରଦ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍।
ଧନୁ : କର୍ମକ୍ଷେତ୍ରରେ ଆବଦ୍ଧଯୋଗ ଦେଖାଦେବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟ ବ୍ୟୟ ବହୁଳତା ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ- ନୀଳ।
ମକର : କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧ ହେବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟ ସଞ୍ଚୟ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।
କୁମ୍ଭ : ଯୋଜନା କରି ସଫଳ ହେବେ। ପଡ଼ୋଶୀଙ୍କ ସହଯୋଗ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୪,ଶୁଭ ରଙ୍ଗ- ମେଟାଲିକ୍
ମୀନ : ଦିନଟି ହର୍ଷୋଲ୍ଲାସ ଭିତରେ କଟିବ। ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ- ପିଙ୍କ୍।