ଖାଦ୍ୟରେ ଉପଯୋଗ କରୁଛନ୍ତି କି ବ୍ୟବହୃତ ରନ୍ଧା ତେଲ, ତେବେ ହୋଇଯାଆନ୍ତୁ ସାବଧାନ…

The Sakala Picture
Published On

ସାଧାରଣତଃ ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ତେଲ ଆଦିକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। ଯଦିଓ ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ, ତଥାପି ବ୍ୟବହୃତ ରନ୍ଧା ତେଲକୁ କ୍ରମାଗତ ଖାଦ୍ୟରେ ଉପଯୋଗ କରିବା କ୍ଷତିକାରକ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷକରି ହୃଦ୍ ସମସ୍ୟା, ଫୁଡ୍ ପଏଜନିଂ, କର୍କଟ ଭଳି ରୋଗ ଦେଖା ଦେବାର ଆଶଙ୍କା ଅଧିକ। ନିକଟରେ ଅବଜର୍‌ଭର୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌, କୋଆନ୍ ଆଡଭିଜରି ଗ୍ରୁପ୍ ବ୍ୟବହୃତ ରନ୍ଧା […]

ସାଧାରଣତଃ ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ତେଲ ଆଦିକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। ଯଦିଓ ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ, ତଥାପି ବ୍ୟବହୃତ ରନ୍ଧା ତେଲକୁ କ୍ରମାଗତ ଖାଦ୍ୟରେ ଉପଯୋଗ କରିବା କ୍ଷତିକାରକ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷକରି ହୃଦ୍ ସମସ୍ୟା, ଫୁଡ୍ ପଏଜନିଂ, କର୍କଟ ଭଳି ରୋଗ ଦେଖା ଦେବାର ଆଶଙ୍କା ଅଧିକ। ନିକଟରେ ଅବଜର୍‌ଭର୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌, କୋଆନ୍ ଆଡଭିଜରି ଗ୍ରୁପ୍ ବ୍ୟବହୃତ ରନ୍ଧା ତେଲକୁ ନେଇ ଏକ ଗବେଷଣା କରିଥିଲେ। ଯେଉଁଥିରୁ ଜଣାପଡ଼ିଛି, ଲୋକମାନେ ୬୦ ପ୍ରତିଶତ ବ୍ୟବହୃତ ରନ୍ଧାତେଲକୁ ଖାଦ୍ୟରେ ଉପଯୋଗ କରୁଛନ୍ତି। ସେହିପରି ଏହାକୁ କେବଳ ରାସ୍ତାକଡ଼ ଖାଦ୍ୟ ଦୋକାନ କି ରେସ୍ତୋରାଁରେ ବ୍ୟବହାର କରାଯାଉଛି ତାହା ନୁହେଁ, ଲୋକମାନେ ଘରେ ମଧ୍ୟ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବାରମ୍ବାର ଉପଯୋଗ କରୁଛନ୍ତି।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ତେେବ ବ୍ୟବହୃତ ରନ୍ଧା ତେଲ (ୟୁସିଓ)କୁ ନେଇ କଡ଼ା ସୁରକ୍ଷା ନିୟମ ଅଛି। ଏହା ସତ୍ତ୍ବେ ବି ତେଲକୁ ୬୦ ପ୍ରତିଶତ ବ୍ୟବହାର କରାଯିବା ପରେ ବି ତାହାକୁ ଖାଦ୍ୟରେ ଉପଯୋଗ କରାଯାଉଛି। ଅନ୍ୟପଟେ ଏହି ଗବେଷଣା ନୂଆଦିଲ୍ଲୀ, ମୁମ୍ବାଇ, କୋଲକତା, ଚେନ୍ନାଇର ୧୦୧ ବଡ଼ ତଥା ୪୦୬ଟି କ୍ଷୁଦ୍ର ହୋଟେଲକୁ ନେଇ କରାଯାଇଥିଲା। ଏଥିରୁ ଜଣାପଡ଼ିଛି, ଏହିସବୁ ସ୍ଥାନରେ ପ୍ରତି ସମୟରେ ବ୍ୟବହୃତ ରନ୍ଧା ତେଲର ଶେଷ ବୁନ୍ଦାକୁ ବି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

30 Aug 2022 By The Sakala

ଖାଦ୍ୟରେ ଉପଯୋଗ କରୁଛନ୍ତି କି ବ୍ୟବହୃତ ରନ୍ଧା ତେଲ, ତେବେ ହୋଇଯାଆନ୍ତୁ ସାବଧାନ…

ସାଧାରଣତଃ ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ତେଲ ଆଦିକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। ଯଦିଓ ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ, ତଥାପି ବ୍ୟବହୃତ ରନ୍ଧା ତେଲକୁ କ୍ରମାଗତ ଖାଦ୍ୟରେ ଉପଯୋଗ କରିବା କ୍ଷତିକାରକ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷକରି ହୃଦ୍ ସମସ୍ୟା, ଫୁଡ୍ ପଏଜନିଂ, କର୍କଟ ଭଳି ରୋଗ ଦେଖା ଦେବାର ଆଶଙ୍କା ଅଧିକ। ନିକଟରେ ଅବଜର୍‌ଭର୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌, କୋଆନ୍ ଆଡଭିଜରି ଗ୍ରୁପ୍ ବ୍ୟବହୃତ ରନ୍ଧା ତେଲକୁ ନେଇ ଏକ ଗବେଷଣା କରିଥିଲେ। ଯେଉଁଥିରୁ ଜଣାପଡ଼ିଛି, ଲୋକମାନେ ୬୦ ପ୍ରତିଶତ ବ୍ୟବହୃତ ରନ୍ଧାତେଲକୁ ଖାଦ୍ୟରେ ଉପଯୋଗ କରୁଛନ୍ତି। ସେହିପରି ଏହାକୁ କେବଳ ରାସ୍ତାକଡ଼ ଖାଦ୍ୟ ଦୋକାନ କି ରେସ୍ତୋରାଁରେ ବ୍ୟବହାର କରାଯାଉଛି ତାହା ନୁହେଁ, ଲୋକମାନେ ଘରେ ମଧ୍ୟ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବାରମ୍ବାର ଉପଯୋଗ କରୁଛନ୍ତି।

ତେେବ ବ୍ୟବହୃତ ରନ୍ଧା ତେଲ (ୟୁସିଓ)କୁ ନେଇ କଡ଼ା ସୁରକ୍ଷା ନିୟମ ଅଛି। ଏହା ସତ୍ତ୍ବେ ବି ତେଲକୁ ୬୦ ପ୍ରତିଶତ ବ୍ୟବହାର କରାଯିବା ପରେ ବି ତାହାକୁ ଖାଦ୍ୟରେ ଉପଯୋଗ କରାଯାଉଛି। ଅନ୍ୟପଟେ ଏହି ଗବେଷଣା ନୂଆଦିଲ୍ଲୀ, ମୁମ୍ବାଇ, କୋଲକତା, ଚେନ୍ନାଇର ୧୦୧ ବଡ଼ ତଥା ୪୦୬ଟି କ୍ଷୁଦ୍ର ହୋଟେଲକୁ ନେଇ କରାଯାଇଥିଲା। ଏଥିରୁ ଜଣାପଡ଼ିଛି, ଏହିସବୁ ସ୍ଥାନରେ ପ୍ରତି ସମୟରେ ବ୍ୟବହୃତ ରନ୍ଧା ତେଲର ଶେଷ ବୁନ୍ଦାକୁ ବି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ।

https://www.thesakala.in/health/used-cooking-oil-harmful-to-health/article-14559
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp