ଅନେକ ରୋଗର ମହୌଷଧି ସନ୍ତରଣ

The Sakala Picture
Published On

ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ୨୦ରୁ ୩୦ ମିନିଟ୍‌ ସନ୍ତରଣ କରିବା ଦ୍ବାରା ହ୍ରାସ ହୋଇଥାଏ ୪୦୪ କିଲୋ କ୍ୟାଲୋରି। କୌଣସି କାମରେ ଏମିତି ଅଧିକ ପରିମାଣର କ୍ୟାଲୋରି ଖର୍ଚ୍ଚ ହୁଏ ନାହିଁ। ତେବେ କ୍ୟାଲୋରି ହ୍ରାସ ହେବା ଫଳରେ ମୋଟାପଣ କମିବା ସହ ଆହୁରି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ। -ସନ୍ତରଣ ବା ପହଁରିବା ଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା ପ୍ରାୟ ୪୦ ପ୍ରତିଶତ କମ୍‍ ହୋଇଥାଏ ବୋଲି ଏକ ପରୀକ୍ଷଣରୁ […]

ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ୨୦ରୁ ୩୦ ମିନିଟ୍‌ ସନ୍ତରଣ କରିବା ଦ୍ବାରା ହ୍ରାସ ହୋଇଥାଏ ୪୦୪ କିଲୋ କ୍ୟାଲୋରି। କୌଣସି କାମରେ ଏମିତି ଅଧିକ ପରିମାଣର କ୍ୟାଲୋରି ଖର୍ଚ୍ଚ ହୁଏ ନାହିଁ। ତେବେ କ୍ୟାଲୋରି ହ୍ରାସ ହେବା ଫଳରେ ମୋଟାପଣ କମିବା ସହ ଆହୁରି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ।

ଆହୁରି ପଢ଼ନ୍ତୁ: ପ୍ରତିବର୍ଷ କିଣୁଛନ୍ତି କି ୨୦-ଟେଷ୍ଟ୍ ହେଲ୍ଥ ପ୍ୟାକେଜ୍? ଟଙ୍କା ବର୍ବାଦ ନକରି କେବଳ ଏହି ଜରୁରୀ ପରୀକ୍ଷା କରାନ୍ତୁ ବୋଲି କହିଲେ ନ୍ୟୁରୋଲୋଜିଷ୍ଟ୍

-ସନ୍ତରଣ ବା ପହଁରିବା ଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା ପ୍ରାୟ ୪୦ ପ୍ରତିଶତ କମ୍‍ ହୋଇଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଶରୀରରେ ଭିଟାମିନ୍-ଡି ଅଭାବ: କେବେ ଖାଇବେ ଔଷଧ ଓ କେବେ ସୂର୍ଯ୍ୟ କିରଣ ହିଁ ଯଥେଷ୍ଟ?

-ବ୍ଲଡ୍‌ପ୍ରେସର୍‍ ଓ କୋଲେଷ୍ଟ୍ରଲ୍‍ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।

-ହାଡ଼ ମଜବୁତ୍‍ କରିବା ଏବଂ ମାଂସପେଶୀ ଜନିତ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ପହଁରା ସବୁଠାରୁ ଉତ୍ତମ ବ୍ୟାୟାମ।
ଅବସାଦ ଦୂର କରିବା କ୍ଷେତ୍ରରେ ସନ୍ତରଣ ଏକ ଭଲ ବିକଳ୍ପ।

-ଡାଇବେଟିସ୍‍ ରୋଗୀମାନଙ୍କ ପାଇଁ ମଧ୍ୟ ସୁଇମିଙ୍ଗ୍‌ କରିବା ଭଲ। ଡାକ୍ତରଙ୍କ ସହ ପରାମର୍ଶ କରି ସେମାେନ ୧୦ରୁ ୧୫ ମିନିଟ୍‌ ସୁଇମିଙ୍ଗ୍‌ କରିବା ଉଚିତ।

-ତ୍ବଚା ଜନିତ କିଛି ରୋଗ ମଧ୍ୟ ସୁଇମିଙ୍ଗ୍‌ ଦ୍ବାରା ଭଲ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp