ଶୀତଦିନରେ ଦେଖାଦେଉଥିବା ଟନ୍‌ସିଲ୍‌ ସମସ୍ୟାରୁ କେମିତି ପାଇବେ ମୁକ୍ତି, ଜାଣନ୍ତୁ ଏହାର ଘରୋଇ ଉପଚାର

The Sakala Picture
Published On

ଶୀତଦିନରେ ଖାଦ୍ୟପେୟ ଓ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼େ। ଅନେକଙ୍କ କ୍ଷେତ୍ରରେ ଶୀତଦିନ ଆସିଲେ, ଟନ୍‌ସିଲ୍‌ ସମସ୍ୟା ଦେଖାଯାଏ। ଏହାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ପିଇବାରେ ଗଳା ଦରଜ ଲାଗେ ଏବଂ ନିଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା – ଦିନକୁ ୨ରୁ […]

ଶୀତଦିନରେ ଖାଦ୍ୟପେୟ ଓ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼େ। ଅନେକଙ୍କ କ୍ଷେତ୍ରରେ ଶୀତଦିନ ଆସିଲେ, ଟନ୍‌ସିଲ୍‌ ସମସ୍ୟା ଦେଖାଯାଏ। ଏହାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ପିଇବାରେ ଗଳା ଦରଜ ଲାଗେ ଏବଂ ନିଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା –

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

  • ଦିନକୁ ୨ରୁ ୩ଥର ୧ଗ୍ଲାସ୍‌ ଉଷୁମ ପାଣି ସହିତ ଏକ ଚୁଟ୍‌କି ଲୁଣ ପକାଇ ଗର୍ଗଲ୍‌ କରନ୍ତୁ। ଟନ୍‌ସିଲ୍‌ ସହିତ ଦାନ୍ତ ଓ ମାଢ଼ି ପାଇଁ ମଧ୍ୟ ଏହା ଉପଯୋଗୀ।
  • ଟନ୍‌ସିଲ୍‌ ସମସ୍ୟା ଦୂର କରିବା ପାଇଁ ଗାଜର ରସ ସେବନ କରନ୍ତୁ। ଗାଜରରେ ଥିବା ଆଣ୍ଟି ଟକ୍ସିନ୍‌ ଟନ୍‌ସିଲ୍‌ ସମସ୍ୟା ଦୂର କରେ।
  • ଗୋଟିଏ କପ୍ ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ବାରା ଟନ୍‌ସିଲ୍‌ ସମସ୍ୟାରୁ ମୁକ୍ତି ମିଳେ।
  • ଏହା ବ୍ୟତୀତ ଉଷୁମ ପାଣିରେ ମହୁ ଓ ହଳଦୀ ପକାଇ ପିଇବା ଦ୍ବାରା ଟନ୍‌ସିଲ୍‌ ଜନିତ ଗଳା ଦରଜ ଦୂର ହୋଇଥାଏ।
  • ଥଣ୍ଡାରୁ ରକ୍ଷା ପାଇବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ।
  • ଏହି ହଳଦୀଯୁକ୍ତ କ୍ଷୀରରେ ଏକ ଚୁଟ୍‌କି ଗୋଲମରିଚ ପାଉଡର୍‌ ପକାଇ ରାତି ଶୋଇବା ପୂର୍ବରୁ ପିଇବା ଦ୍ବାରା ଆରାମ ମିଳିଥାଏ।
  • ଥଣ୍ଡାଦିନରେ ବେକ ଓ କାନକୁ ଘୋଡ଼ାଇବା ଭଳି ସ୍କାର୍ଫ ବ୍ୟବହାର କରନ୍ତୁ।
  • ଏସବୁ ବ୍ୟତୀତ ଜଙ୍କ୍‌ଫୁଡ୍‌ ଓ ଥଣ୍ଡାପାନୀୟରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
14 Jan 2022 By The Sakala

ଶୀତଦିନରେ ଦେଖାଦେଉଥିବା ଟନ୍‌ସିଲ୍‌ ସମସ୍ୟାରୁ କେମିତି ପାଇବେ ମୁକ୍ତି, ଜାଣନ୍ତୁ ଏହାର ଘରୋଇ ଉପଚାର

ଶୀତଦିନରେ ଖାଦ୍ୟପେୟ ଓ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼େ। ଅନେକଙ୍କ କ୍ଷେତ୍ରରେ ଶୀତଦିନ ଆସିଲେ, ଟନ୍‌ସିଲ୍‌ ସମସ୍ୟା ଦେଖାଯାଏ। ଏହାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ପିଇବାରେ ଗଳା ଦରଜ ଲାଗେ ଏବଂ ନିଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା –

  • ଦିନକୁ ୨ରୁ ୩ଥର ୧ଗ୍ଲାସ୍‌ ଉଷୁମ ପାଣି ସହିତ ଏକ ଚୁଟ୍‌କି ଲୁଣ ପକାଇ ଗର୍ଗଲ୍‌ କରନ୍ତୁ। ଟନ୍‌ସିଲ୍‌ ସହିତ ଦାନ୍ତ ଓ ମାଢ଼ି ପାଇଁ ମଧ୍ୟ ଏହା ଉପଯୋଗୀ।
  • ଟନ୍‌ସିଲ୍‌ ସମସ୍ୟା ଦୂର କରିବା ପାଇଁ ଗାଜର ରସ ସେବନ କରନ୍ତୁ। ଗାଜରରେ ଥିବା ଆଣ୍ଟି ଟକ୍ସିନ୍‌ ଟନ୍‌ସିଲ୍‌ ସମସ୍ୟା ଦୂର କରେ।
  • ଗୋଟିଏ କପ୍ ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ବାରା ଟନ୍‌ସିଲ୍‌ ସମସ୍ୟାରୁ ମୁକ୍ତି ମିଳେ।
  • ଏହା ବ୍ୟତୀତ ଉଷୁମ ପାଣିରେ ମହୁ ଓ ହଳଦୀ ପକାଇ ପିଇବା ଦ୍ବାରା ଟନ୍‌ସିଲ୍‌ ଜନିତ ଗଳା ଦରଜ ଦୂର ହୋଇଥାଏ।
  • ଥଣ୍ଡାରୁ ରକ୍ଷା ପାଇବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ।
  • ଏହି ହଳଦୀଯୁକ୍ତ କ୍ଷୀରରେ ଏକ ଚୁଟ୍‌କି ଗୋଲମରିଚ ପାଉଡର୍‌ ପକାଇ ରାତି ଶୋଇବା ପୂର୍ବରୁ ପିଇବା ଦ୍ବାରା ଆରାମ ମିଳିଥାଏ।
  • ଥଣ୍ଡାଦିନରେ ବେକ ଓ କାନକୁ ଘୋଡ଼ାଇବା ଭଳି ସ୍କାର୍ଫ ବ୍ୟବହାର କରନ୍ତୁ।
  • ଏସବୁ ବ୍ୟତୀତ ଜଙ୍କ୍‌ଫୁଡ୍‌ ଓ ଥଣ୍ଡାପାନୀୟରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp