ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସଜନାଛୁଇଁ…..

The Sakala Picture
Published On

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି – -ସଜନାରେ ଥିବା ରାଇବୋଫ୍ଲୋବିନ୍‌ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ। […]

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି –

ଆହୁରି ପଢ଼ନ୍ତୁ: ଆଖି କୁଣ୍ଡାଇ ହେଲେ କିମ୍ବା ପୋଡ଼ିଲେ କ'ଣ କରିବେ? ପାଣିରେ ଧୋଇବେ ନା ଆଇ ଡ୍ରପ୍ ବ୍ୟବହାର କରିବେ?

-ସଜନାରେ ଥିବା ରାଇବୋଫ୍ଲୋବିନ୍‌ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ।

ଆହୁରି ପଢ଼ନ୍ତୁ: ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍: କ୍ୟାଲସିୟମ୍ ଏବଂ ଭିଟାମିନ୍-ଡି କେତେ ଆବଶ୍ୟକ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

-ଆର୍ଥ୍ରାଇଟିସ୍‌ ରୋଗୀଙ୍କ ପାଇଁ ସଜନା ବହୁତ ଲାଭଦାୟକ। ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ସଜନା ଗଛର ଛାଲିର ଗୁଣ୍ଡକୁ ସେବନ କରିବାକୁ ହୁଏ। ଏହାଦ୍ବାରା କଫ ଓ ବାତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ସ୍ମଗ୍ ଯୋଗୁଁ ଆଖି ଉପରେ ପଡୁଛି ଖରାପ ପ୍ରଭାବ: ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କିପରି କରିବେ ଯତ୍ନ

-ସଜନା ଶାଗରେ ଥିବା କ୍ଲୋରୋଜେନିକ୍‌ ଏସିଡ୍‌ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp