ଶୀତଦିନରେ ଖାଆନ୍ତୁ ମହୁ ଓ ଡାଲ୍‌ଚିନି: କମିବ ଚର୍ବି, ବୃଦ୍ଧି ହେବ ରୋଗପ୍ରତିରୋଧକ ଶକ୍ତି

The Sakala Picture
Published On

ଶୀତଋତୁରେ ମହୁ ଓ ଡାଲ୍‌ଚିନିକୁ ମିଶାଇ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନ୍ୟାନ୍ୟ ଶୀତଦିନିଆ ରୋଗ ଦୂର କରେ। -ଦିନକୁ ତିନିଥର ଏକ ବଡ଼ କପ୍‌ ଉଷୁମ ପାଣିରେ ମହୁ ଓ ଡାଲ୍‌ଚିନି ଗୁଣ୍ଡ ମିଶାଇ ପିଇବା ଦ୍ବାରା ଚର୍ବି ହ୍ରାସ ହୋଇଥାଏ। – ଶୀତଦିନରେ ତ୍ବଚା ସଂକ୍ରମଣ ଅଧିକ ହୋଇଥାଏ। ତେଣୁ ଏହିସବୁ ରୋଗ ଦୂର କରିବା ପାଇଁ ଡାଲ୍‌ଚିନି ଗୁଣ୍ଡରେ […]

ଶୀତଋତୁରେ ମହୁ ଓ ଡାଲ୍‌ଚିନିକୁ ମିଶାଇ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନ୍ୟାନ୍ୟ ଶୀତଦିନିଆ ରୋଗ ଦୂର କରେ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

-ଦିନକୁ ତିନିଥର ଏକ ବଡ଼ କପ୍‌ ଉଷୁମ ପାଣିରେ ମହୁ ଓ ଡାଲ୍‌ଚିନି ଗୁଣ୍ଡ ମିଶାଇ ପିଇବା ଦ୍ବାରା ଚର୍ବି ହ୍ରାସ ହୋଇଥାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

– ଶୀତଦିନରେ ତ୍ବଚା ସଂକ୍ରମଣ ଅଧିକ ହୋଇଥାଏ। ତେଣୁ ଏହିସବୁ ରୋଗ ଦୂର କରିବା ପାଇଁ ଡାଲ୍‌ଚିନି ଗୁଣ୍ଡରେ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ସଂକ୍ରମିତ ସ୍ଥାନରେ ଲଗାନ୍ତୁ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ମହୁ ଓ ଡାଲ୍‌ଚିନି ବେଶ୍‌ ଲାଭଦାୟକ। ଅଧା ଚାମଚ ଡାଲ୍‌ଚିନି ଗୁଣ୍ଡ ଓ ଅଧା ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହା ସହିତ ଉଷୁମ ପାଣି ପିଅନ୍ତୁ। ଦରଜ ହେଉଥିବା ସ୍ଥାନରେ ଏହାର ଲେପ ଲଗାନ୍ତୁ।

-ପ୍ରତିଦିନ ୨ ଚାମଚ ଡାଲଚିନି ଗୁଣ୍ଡ ସହିତ ୧ ଚାମଚ ମହୁକୁ ଗୋଟିଏ ବୋତଲ ପାଣିରେ ମିଶାଇ ରଖନ୍ତୁ। ଏହାକୁ ଅଳ୍ପ ଅଳ୍ପ ପରିମାଣରେ ଦିନସାରା ପିଅନ୍ତୁ। ଏହି ସମୟରେ ଖଟାଫଳର ଜୁସ୍‌ ଓ କଫି ପିଅନ୍ତୁ ନାହିଁ।

-୩ ଚାମଚ ଡାଲ୍‌ଚିନି ଗୁଣ୍ଡ ସହିତ ୨ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଉଷୁମ ପାଣି ସହିତ ପିଅନ୍ତୁ। ଏହା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ୍‌ ହ୍ରାସ ହୁଏ।

24 Nov 2022 By The Sakala

ଶୀତଦିନରେ ଖାଆନ୍ତୁ ମହୁ ଓ ଡାଲ୍‌ଚିନି: କମିବ ଚର୍ବି, ବୃଦ୍ଧି ହେବ ରୋଗପ୍ରତିରୋଧକ ଶକ୍ତି

ଶୀତଋତୁରେ ମହୁ ଓ ଡାଲ୍‌ଚିନିକୁ ମିଶାଇ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନ୍ୟାନ୍ୟ ଶୀତଦିନିଆ ରୋଗ ଦୂର କରେ।

-ଦିନକୁ ତିନିଥର ଏକ ବଡ଼ କପ୍‌ ଉଷୁମ ପାଣିରେ ମହୁ ଓ ଡାଲ୍‌ଚିନି ଗୁଣ୍ଡ ମିଶାଇ ପିଇବା ଦ୍ବାରା ଚର୍ବି ହ୍ରାସ ହୋଇଥାଏ।

– ଶୀତଦିନରେ ତ୍ବଚା ସଂକ୍ରମଣ ଅଧିକ ହୋଇଥାଏ। ତେଣୁ ଏହିସବୁ ରୋଗ ଦୂର କରିବା ପାଇଁ ଡାଲ୍‌ଚିନି ଗୁଣ୍ଡରେ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ସଂକ୍ରମିତ ସ୍ଥାନରେ ଲଗାନ୍ତୁ।

-ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ମହୁ ଓ ଡାଲ୍‌ଚିନି ବେଶ୍‌ ଲାଭଦାୟକ। ଅଧା ଚାମଚ ଡାଲ୍‌ଚିନି ଗୁଣ୍ଡ ଓ ଅଧା ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହା ସହିତ ଉଷୁମ ପାଣି ପିଅନ୍ତୁ। ଦରଜ ହେଉଥିବା ସ୍ଥାନରେ ଏହାର ଲେପ ଲଗାନ୍ତୁ।

-ପ୍ରତିଦିନ ୨ ଚାମଚ ଡାଲଚିନି ଗୁଣ୍ଡ ସହିତ ୧ ଚାମଚ ମହୁକୁ ଗୋଟିଏ ବୋତଲ ପାଣିରେ ମିଶାଇ ରଖନ୍ତୁ। ଏହାକୁ ଅଳ୍ପ ଅଳ୍ପ ପରିମାଣରେ ଦିନସାରା ପିଅନ୍ତୁ। ଏହି ସମୟରେ ଖଟାଫଳର ଜୁସ୍‌ ଓ କଫି ପିଅନ୍ତୁ ନାହିଁ।

-୩ ଚାମଚ ଡାଲ୍‌ଚିନି ଗୁଣ୍ଡ ସହିତ ୨ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଉଷୁମ ପାଣି ସହିତ ପିଅନ୍ତୁ। ଏହା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ୍‌ ହ୍ରାସ ହୁଏ।

https://www.thesakala.in/health/benefits-of-honey-and-cinnamon/article-16823
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp