ଜାଣନ୍ତୁ କିଭଳି ଦୂର ହେବ ବେକର କଳା ଦାଗ ସମସ୍ୟା….

The Sakala Picture
Published On

ସୁସ୍ଥ ଓ ସୁନ୍ଦର ଦିଶିବା ଲାଗି ସମସ୍ତେ ମୁହଁ ଓ କେଶର ଉପଯୁକ୍ତ ଯତ୍ନ ନିଅନ୍ତି। ମାତ୍ର ବେକକୁ ସମସ୍ତେ ଅଣଦେଖା କରନ୍ତି। ଯେଉଁଥିପାଇଁ ବେକ କଳା ଦେଖାଯାଏ। ଆଉ ଏହାର ପ୍ରଭାବ ବ୍ୟକ୍ତିତ୍ବ ଉପରେ ପଡ଼ିଥାଏ। ଏଣୁ ଏ ଦୃଷ୍ଟିରୁ ବେକର କଳାଦାଗ କିଭଳି ଦୂର ହେବ, ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ। – ନିତିଦିନ ବେକକୁ ସଫା ରଖନ୍ତୁ । – ବେକ ସାମ୍ନା ତଥା ପଛରେ ଭଲଭାବେ ସନ୍‌ସ୍କ୍ରିନ୍ ଲଗାନ୍ତୁ । […]

ସୁସ୍ଥ ଓ ସୁନ୍ଦର ଦିଶିବା ଲାଗି ସମସ୍ତେ ମୁହଁ ଓ କେଶର ଉପଯୁକ୍ତ ଯତ୍ନ ନିଅନ୍ତି। ମାତ୍ର ବେକକୁ ସମସ୍ତେ ଅଣଦେଖା କରନ୍ତି। ଯେଉଁଥିପାଇଁ ବେକ କଳା ଦେଖାଯାଏ। ଆଉ ଏହାର ପ୍ରଭାବ ବ୍ୟକ୍ତିତ୍ବ ଉପରେ ପଡ଼ିଥାଏ। ଏଣୁ ଏ ଦୃଷ୍ଟିରୁ ବେକର କଳାଦାଗ କିଭଳି ଦୂର ହେବ, ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

– ନିତିଦିନ ବେକକୁ ସଫା ରଖନ୍ତୁ ।

– ବେକ ସାମ୍ନା ତଥା ପଛରେ ଭଲଭାବେ ସନ୍‌ସ୍କ୍ରିନ୍ ଲଗାନ୍ତୁ ।

– ହାଇ-ନେକ୍ ଡ୍ରେସ୍ ଓ ଅତ୍ୟଧିକ ଗହଣା ପିନ୍ଧିବାରୁ ସର୍ବଦା ଦୂରେଇ ରୁହନ୍ତୁ

– କଳା ଦାଗ ଦୂର ଲାଗି ବେକକୁ ରଗଡ଼ି ସଫା କରନ୍ତୁ ନାହିଁ ।

-ଗ୍ଲିକୋଲିକ୍ ଓ ରେଟିନୋଲ ଥିବା କ୍ରିମ୍ ବ୍ୟବହାର କରନ୍ତୁ 

ଏ ସବୁ ସତ୍ତ୍ୱେ ଯଦି କଳା ଦାଗ ଦୂର ନ ହୁଏ, ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

28 Apr 2022 By The Sakala

ଜାଣନ୍ତୁ କିଭଳି ଦୂର ହେବ ବେକର କଳା ଦାଗ ସମସ୍ୟା….

ସୁସ୍ଥ ଓ ସୁନ୍ଦର ଦିଶିବା ଲାଗି ସମସ୍ତେ ମୁହଁ ଓ କେଶର ଉପଯୁକ୍ତ ଯତ୍ନ ନିଅନ୍ତି। ମାତ୍ର ବେକକୁ ସମସ୍ତେ ଅଣଦେଖା କରନ୍ତି। ଯେଉଁଥିପାଇଁ ବେକ କଳା ଦେଖାଯାଏ। ଆଉ ଏହାର ପ୍ରଭାବ ବ୍ୟକ୍ତିତ୍ବ ଉପରେ ପଡ଼ିଥାଏ। ଏଣୁ ଏ ଦୃଷ୍ଟିରୁ ବେକର କଳାଦାଗ କିଭଳି ଦୂର ହେବ, ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ।

– ନିତିଦିନ ବେକକୁ ସଫା ରଖନ୍ତୁ ।

– ବେକ ସାମ୍ନା ତଥା ପଛରେ ଭଲଭାବେ ସନ୍‌ସ୍କ୍ରିନ୍ ଲଗାନ୍ତୁ ।

– ହାଇ-ନେକ୍ ଡ୍ରେସ୍ ଓ ଅତ୍ୟଧିକ ଗହଣା ପିନ୍ଧିବାରୁ ସର୍ବଦା ଦୂରେଇ ରୁହନ୍ତୁ

– କଳା ଦାଗ ଦୂର ଲାଗି ବେକକୁ ରଗଡ଼ି ସଫା କରନ୍ତୁ ନାହିଁ ।

-ଗ୍ଲିକୋଲିକ୍ ଓ ରେଟିନୋଲ ଥିବା କ୍ରିମ୍ ବ୍ୟବହାର କରନ୍ତୁ 

ଏ ସବୁ ସତ୍ତ୍ୱେ ଯଦି କଳା ଦାଗ ଦୂର ନ ହୁଏ, ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp