ଘୋଷଣା ହେଲା ‘ପଠାନ୍‌’ର ରିଲିଜ୍‌ ତାରିଖ, ଦୀର୍ଘ ଦିନ ପରେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ପ୍ରଶଂସକ ଉତ୍ସାହିତ

The Sakala Picture
Published On

ମୁମ୍ବଇ: ୪ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାକୁ ଆସିବାକୁ ଯାଉଛି ବଲିଉଡ଼ କିଙ୍ଗ୍‌ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’। ଏହି ଚଳଚ୍ଚିତ୍ରର  ମୁକ୍ତିଲାଭ ତାରିଖ ଶାହରୁଖ୍‌ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶେୟାର କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍‌’। I know it’s late… But remember the date… Pathaan time starts now… See you in cinemas on 25th January, 2023. […]

ମୁମ୍ବଇ: ୪ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାକୁ ଆସିବାକୁ ଯାଉଛି ବଲିଉଡ଼ କିଙ୍ଗ୍‌ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’। ଏହି ଚଳଚ୍ଚିତ୍ରର  ମୁକ୍ତିଲାଭ ତାରିଖ ଶାହରୁଖ୍‌ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶେୟାର କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍‌’।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

ସେ ଟ୍ବିଟ କରି ଲେଖିଛନ୍ତି ଯେ, ମୁଁ ଜାଣେ ଏହା ଟିକେ ବିଳମ୍ବ ହୋଇଛି। କିନ୍ତୁ ତାରିଖ ମନେ ରଖନ୍ତୁ। ‘ପଠାନ’ ସମୟ ବର୍ତ୍ତମାନ ଆରମ୍ଭ ହେଉଛି। ୨୦୨୩ ଜାନୁୟାରୀ ୨୫ ତାରିଖରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖାହେବ। ଏହି ଫିଲ୍ମ ‘ପଠାନ୍‌’ ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

02 Mar 2022 By The Sakala

ଘୋଷଣା ହେଲା ‘ପଠାନ୍‌’ର ରିଲିଜ୍‌ ତାରିଖ, ଦୀର୍ଘ ଦିନ ପରେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ପ୍ରଶଂସକ ଉତ୍ସାହିତ

ମୁମ୍ବଇ: ୪ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାକୁ ଆସିବାକୁ ଯାଉଛି ବଲିଉଡ଼ କିଙ୍ଗ୍‌ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’। ଏହି ଚଳଚ୍ଚିତ୍ରର  ମୁକ୍ତିଲାଭ ତାରିଖ ଶାହରୁଖ୍‌ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶେୟାର କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍‌’।

ସେ ଟ୍ବିଟ କରି ଲେଖିଛନ୍ତି ଯେ, ମୁଁ ଜାଣେ ଏହା ଟିକେ ବିଳମ୍ବ ହୋଇଛି। କିନ୍ତୁ ତାରିଖ ମନେ ରଖନ୍ତୁ। ‘ପଠାନ’ ସମୟ ବର୍ତ୍ତମାନ ଆରମ୍ଭ ହେଉଛି। ୨୦୨୩ ଜାନୁୟାରୀ ୨୫ ତାରିଖରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖାହେବ। ଏହି ଫିଲ୍ମ ‘ପଠାନ୍‌’ ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

https://www.thesakala.in/entertainment/pathaan-release-date-announced-25th-january-2023-film-will-release-in-theaters/article-9627
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp