‘ଜଲି ଏଲ୍ଏଲ୍‌ବି’ ଥାର୍ଡ ପାର୍ଟରେ ଅକ୍ଷୟ

The Sakala Picture
Published On

ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ହାତରେ ବଲିଉଡ୍‌ର ଅନେକ ଫିଲ୍ମ ରହିଛି । ଅକ୍ଷୟଙ୍କ ହାତରେ ଏତେ ଅଫର୍ ରହିଛି ଯେ, ସେ ଗୋଟିଏ ଫିଲ୍ମର ସୁଟିଂ ସାରିବା ପରେ ଦ୍ବିତୀୟ ଫିଲ୍ମର ସୁଟିଂ ଆରମ୍ଭ କରି ଦିଅନ୍ତି। କିଛିଦିନ ପୂର୍ବରୁ ଅକ୍ଷୟ ‘ବଚ୍ଚନ ପାଣ୍ଡେ’ର ସୁଟିଂ ଶେଷ କରିଛନ୍ତି। ଏହାର ସୁଟିଂ ଶେଷ କରି ଅକ୍ଷୟ ‘ରାମସେତୁ’ର ସୁଟିଂ ପାଇଁ ଅଯୋଧ୍ୟା ଯାଇଛନ୍ତି। ଏବେ ପୁଣି ଅକ୍ଷୟଙ୍କ ହାତରେ ଆଉ ଗୋଟିଏ ଫିଲ୍ମ ରହିଛି। ‘ଜଲି […]

ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ହାତରେ ବଲିଉଡ୍‌ର ଅନେକ ଫିଲ୍ମ ରହିଛି । ଅକ୍ଷୟଙ୍କ ହାତରେ ଏତେ ଅଫର୍ ରହିଛି ଯେ, ସେ ଗୋଟିଏ ଫିଲ୍ମର ସୁଟିଂ ସାରିବା ପରେ ଦ୍ବିତୀୟ ଫିଲ୍ମର ସୁଟିଂ ଆରମ୍ଭ କରି ଦିଅନ୍ତି। କିଛିଦିନ ପୂର୍ବରୁ ଅକ୍ଷୟ ‘ବଚ୍ଚନ ପାଣ୍ଡେ’ର ସୁଟିଂ ଶେଷ କରିଛନ୍ତି। ଏହାର ସୁଟିଂ ଶେଷ କରି ଅକ୍ଷୟ ‘ରାମସେତୁ’ର ସୁଟିଂ ପାଇଁ ଅଯୋଧ୍ୟା ଯାଇଛନ୍ତି। ଏବେ ପୁଣି ଅକ୍ଷୟଙ୍କ ହାତରେ ଆଉ ଗୋଟିଏ ଫିଲ୍ମ ରହିଛି। ‘ଜଲି ଏଲ୍ଏଲ୍ ବି-୨’ର ତୃତୀୟ ପାର୍ଟରେ ଅକ୍ଷୟ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଚଳିତବର୍ଷ ଜୁନ୍-ଜୁଲାଇରେ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp