ବଲିଉଡ୍‌ର ଦବଙ୍ଗ ଖାନଙ୍କୁ ବଡ଼ ଝଟ୍‌କା, ସଲମାନ୍‌ଙ୍କ ସ୍ଥାନ ନେବେ ଅଲ୍ଲୁ…

The Sakala Picture
Published On

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କୁ ଇତିମଧ୍ୟରେ ବଡ଼ ଝଟ୍‌କା ଲାଗିଛି। ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ ଏଟ୍‌ଲିଙ୍କ ଫିଲ୍ମରୁ ବାଦ୍‌ ପଡ଼ିଛନ୍ତି ସଲମାନ୍‌। ଏଥିରେ ତାଙ୍କ ବଦଳରେ ‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନ୍‌ ନଜର ଆସିବେ। ଏଥିରେ ଅଲ୍ଲୁଙ୍କ ବିପକ୍ଷରେ ତିନି ଜଣ ନାୟିକା ଦେଖାଯିବେ। ପୂର୍ବରୁ ଏଟ୍‌ଲି ସଲମାନ୍‌ଙ୍କୁ ନେଇ ପୁନର୍ଜନ୍ମ ଉପରେ ‘ଏ୬’ ନାମରେ ଫିଲ୍ମ ତିଆରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାର ବଜେଟ୍‌ ରହିଥିଲା ୬୦୦ କୋଟି। ଏବେ ଏଟ୍‌ଲି ତାଙ୍କ ମନ […]

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କୁ ଇତିମଧ୍ୟରେ ବଡ଼ ଝଟ୍‌କା ଲାଗିଛି। ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ ଏଟ୍‌ଲିଙ୍କ ଫିଲ୍ମରୁ ବାଦ୍‌ ପଡ଼ିଛନ୍ତି ସଲମାନ୍‌। ଏଥିରେ ତାଙ୍କ ବଦଳରେ ‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନ୍‌ ନଜର ଆସିବେ। ଏଥିରେ ଅଲ୍ଲୁଙ୍କ ବିପକ୍ଷରେ ତିନି ଜଣ ନାୟିକା ଦେଖାଯିବେ। ପୂର୍ବରୁ ଏଟ୍‌ଲି ସଲମାନ୍‌ଙ୍କୁ ନେଇ ପୁନର୍ଜନ୍ମ ଉପରେ ‘ଏ୬’ ନାମରେ ଫିଲ୍ମ ତିଆରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାର ବଜେଟ୍‌ ରହିଥିଲା ୬୦୦ କୋଟି। ଏବେ ଏଟ୍‌ଲି ତାଙ୍କ ମନ ବଦଳାଇ ଦେଇଛନ୍ତି। ତେବେ ସଲମାନ୍‌ଙ୍କ ବିଗତ ଫିଲ୍ମଗୁଡ଼ିକରେ ପ୍ରଦର୍ଶନ ଦେଖି ଏଟ୍‌ଲି ତାଙ୍କୁ ଏଥିରୁ ବାଦ୍‌ ଦେଇଥିବା ଚର୍ଚ୍ଚା ହେଉଛି। ଏଥିରେ ସଲମାନ୍‌ଙ୍କ ସହ ରଜନୀକାନ୍ତ ନଜର ଆସିବାର ଥିଲା। ସଲମାନ୍‌ ଏଥିରୁ ବାଦ୍‌ ପଡ଼ିବାରୁ ଏବେ ଅଲ୍ଲୁଙ୍କ ସହ ଅନ୍ୟ ଜଣେ ଅଭିନେତାଙ୍କୁ ଖୋଜା ଚାଲିଛି। ଜାହ୍ନବୀ କପୁର ଏଥିରେ ଲିଡ୍‌ ଅଭିନେତ୍ରୀ ଭାବେ ନଜର ଆସିପାରନ୍ତି। ଚଳିତବର୍ଷ ଶେଷ ଆଡ଼କୁ ଏହାର ସୁଟିଂ ଆରମ୍ଭ ହୋଇପାରେ। ଏହାର ପ୍ରିପ୍ରଡକ୍ସନ୍‌ କାମ ଏବେ ଚାଲିଛି। ସନ୍‌ ପିକଚର୍ସ ଏହାର ପ୍ରଯୋଜନା ଦାୟିତ୍ବରେ ଅଛି।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

13 Mar 2025 By The Sakala

ବଲିଉଡ୍‌ର ଦବଙ୍ଗ ଖାନଙ୍କୁ ବଡ଼ ଝଟ୍‌କା, ସଲମାନ୍‌ଙ୍କ ସ୍ଥାନ ନେବେ ଅଲ୍ଲୁ…

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କୁ ଇତିମଧ୍ୟରେ ବଡ଼ ଝଟ୍‌କା ଲାଗିଛି। ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ ଏଟ୍‌ଲିଙ୍କ ଫିଲ୍ମରୁ ବାଦ୍‌ ପଡ଼ିଛନ୍ତି ସଲମାନ୍‌। ଏଥିରେ ତାଙ୍କ ବଦଳରେ ‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନ୍‌ ନଜର ଆସିବେ। ଏଥିରେ ଅଲ୍ଲୁଙ୍କ ବିପକ୍ଷରେ ତିନି ଜଣ ନାୟିକା ଦେଖାଯିବେ। ପୂର୍ବରୁ ଏଟ୍‌ଲି ସଲମାନ୍‌ଙ୍କୁ ନେଇ ପୁନର୍ଜନ୍ମ ଉପରେ ‘ଏ୬’ ନାମରେ ଫିଲ୍ମ ତିଆରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାର ବଜେଟ୍‌ ରହିଥିଲା ୬୦୦ କୋଟି। ଏବେ ଏଟ୍‌ଲି ତାଙ୍କ ମନ ବଦଳାଇ ଦେଇଛନ୍ତି। ତେବେ ସଲମାନ୍‌ଙ୍କ ବିଗତ ଫିଲ୍ମଗୁଡ଼ିକରେ ପ୍ରଦର୍ଶନ ଦେଖି ଏଟ୍‌ଲି ତାଙ୍କୁ ଏଥିରୁ ବାଦ୍‌ ଦେଇଥିବା ଚର୍ଚ୍ଚା ହେଉଛି। ଏଥିରେ ସଲମାନ୍‌ଙ୍କ ସହ ରଜନୀକାନ୍ତ ନଜର ଆସିବାର ଥିଲା। ସଲମାନ୍‌ ଏଥିରୁ ବାଦ୍‌ ପଡ଼ିବାରୁ ଏବେ ଅଲ୍ଲୁଙ୍କ ସହ ଅନ୍ୟ ଜଣେ ଅଭିନେତାଙ୍କୁ ଖୋଜା ଚାଲିଛି। ଜାହ୍ନବୀ କପୁର ଏଥିରେ ଲିଡ୍‌ ଅଭିନେତ୍ରୀ ଭାବେ ନଜର ଆସିପାରନ୍ତି। ଚଳିତବର୍ଷ ଶେଷ ଆଡ଼କୁ ଏହାର ସୁଟିଂ ଆରମ୍ଭ ହୋଇପାରେ। ଏହାର ପ୍ରିପ୍ରଡକ୍ସନ୍‌ କାମ ଏବେ ଚାଲିଛି। ସନ୍‌ ପିକଚର୍ସ ଏହାର ପ୍ରଯୋଜନା ଦାୟିତ୍ବରେ ଅଛି।

https://www.thesakala.in/entertainment/bollywoods-dabangg-khan-gets-a-big-shock-allu-to-replace-salman/article-39301
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp