ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଡେଙ୍ଗୁ, ଜାଣନ୍ତୁ କିଏ ‌ହେବେ ‘ବିଗ୍ ବସ୍-୧୬’ର ହୋଷ୍ଟ୍

The Sakala Picture
Published On

ମୁମ୍ଵାଇ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡର ଭାଇଜାନ ସଲମାନ ଖାନ । ଡେଙ୍ଗୁରେ ଆକ୍ରାନ୍ତ ଥିବାରୁ ଆସନ୍ତା କିଛି ସପ୍ତାହ ଯାଏଁ ବିଗ୍ ବସ୍-୧୬ ହୋଷ୍ଟ କରିବେ ନାହିଁ । କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ସୋ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। ସୂଚନା ଅନୁଯାୟୀ, ସଲମାନ ନିଜେ କରନଙ୍କୁ ଏହି ସୋ’ ହୋଷ୍ଟ କରିବାକୁ ଅନୁରୋଧ କରିଥିଲେ । ଯାହାକୁ ସେ ମନା କରିପାରି ନାହାନ୍ତି । ବର୍ତ୍ତମାନ […]

ମୁମ୍ଵାଇ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡର ଭାଇଜାନ ସଲମାନ ଖାନ । ଡେଙ୍ଗୁରେ ଆକ୍ରାନ୍ତ ଥିବାରୁ ଆସନ୍ତା କିଛି ସପ୍ତାହ ଯାଏଁ ବିଗ୍ ବସ୍-୧୬ ହୋଷ୍ଟ କରିବେ ନାହିଁ । କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ସୋ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। ସୂଚନା ଅନୁଯାୟୀ, ସଲମାନ ନିଜେ କରନଙ୍କୁ ଏହି ସୋ’ ହୋଷ୍ଟ କରିବାକୁ ଅନୁରୋଧ କରିଥିଲେ । ଯାହାକୁ ସେ ମନା କରିପାରି ନାହାନ୍ତି । ବର୍ତ୍ତମାନ କରନଙ୍କୁ ବିଗବସର କିଛି ଏପିସୋଡରେ ହୋଷ୍ଟ ଭାବରେ ଦେଖିବାକୁ ମିଳିବ ।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

ବର୍ତ୍ତମାନ ସଲମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ସୁଟିଂ କରୁଥିଲେ, କିନ୍ତୁ ଅସୁସ୍ଥତା ହେତୁ ସେ ଫିଲ୍ମର ସୁଟିଂକୁ ବନ୍ଦ କରି ଦିଆଯାଇଛି । ଡେଙ୍ଗୁ ହେବା ପରେ ଡାକ୍ତରମାନେ ସଲମାନଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଅଭିନେତା ସଲମାନ ଖାନ ସୁସ୍ଥ ନହେବା ପର୍ଯ୍ୟନ୍ତ କରଣ ଜୋହର ଆୟୋଜନ କରିବେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ, ରଚିଲେ ଇତିହାସ

22 Oct 2022 By The Sakala

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଡେଙ୍ଗୁ, ଜାଣନ୍ତୁ କିଏ ‌ହେବେ ‘ବିଗ୍ ବସ୍-୧୬’ର ହୋଷ୍ଟ୍

ମୁମ୍ଵାଇ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡର ଭାଇଜାନ ସଲମାନ ଖାନ । ଡେଙ୍ଗୁରେ ଆକ୍ରାନ୍ତ ଥିବାରୁ ଆସନ୍ତା କିଛି ସପ୍ତାହ ଯାଏଁ ବିଗ୍ ବସ୍-୧୬ ହୋଷ୍ଟ କରିବେ ନାହିଁ । କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ସୋ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। ସୂଚନା ଅନୁଯାୟୀ, ସଲମାନ ନିଜେ କରନଙ୍କୁ ଏହି ସୋ’ ହୋଷ୍ଟ କରିବାକୁ ଅନୁରୋଧ କରିଥିଲେ । ଯାହାକୁ ସେ ମନା କରିପାରି ନାହାନ୍ତି । ବର୍ତ୍ତମାନ କରନଙ୍କୁ ବିଗବସର କିଛି ଏପିସୋଡରେ ହୋଷ୍ଟ ଭାବରେ ଦେଖିବାକୁ ମିଳିବ ।

ବର୍ତ୍ତମାନ ସଲମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ସୁଟିଂ କରୁଥିଲେ, କିନ୍ତୁ ଅସୁସ୍ଥତା ହେତୁ ସେ ଫିଲ୍ମର ସୁଟିଂକୁ ବନ୍ଦ କରି ଦିଆଯାଇଛି । ଡେଙ୍ଗୁ ହେବା ପରେ ଡାକ୍ତରମାନେ ସଲମାନଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଅଭିନେତା ସଲମାନ ଖାନ ସୁସ୍ଥ ନହେବା ପର୍ଯ୍ୟନ୍ତ କରଣ ଜୋହର ଆୟୋଜନ କରିବେ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର