ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ

The Sakala Picture
Published On

ବାଙ୍କୀ: ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଡମପଡା ଦୁଲଣାପୁରର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍‌ ଚାଲିଛି। ମନରେଗା ଦୁର୍ନୀତି ଅଭିଯୋଗରେ ରେଡ୍‌ କରୁଛି ଭିଜିଲାନ୍ସ । ତୁଳସୀପୁର ସ୍ଥିତ ପେଟ୍ରୋଲ ପମ୍ପରେ ମଧ୍ୟ ଚାଲିଛି ରେଡ୍‌ । ମନରେଗା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପରେ ଏହି ରେଡ୍‌ ଚାଲିଛି।

ଆହୁରି ପଢ଼ନ୍ତୁ: ଇରାନର ମିଜାଇଲ୍ ମାଡ଼ରେ କୁଏତରେ ଖସିଲା ଆମେରିକାର ଯୁଦ୍ଧ ବିମାନ F-15 !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp