ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି

The Sakala Picture
Published On

ଅନୁଗୁଳ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳେଚର ବ୍ଲକ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ  ଚଢାଉ କରିଛି । ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ରେଡର ନେତୃତ୍ୱ ୪ ଜଣ ଡିଏସପି ନେଉଥିବା ବେଳେ ଟିମରେ ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦ୍ୟସ ରହିଛନ୍ତି । ବିରଞ୍ଚିଙ୍କ ତାଳଚେର ଅଫିସ୍ ସହ ଅନୁଗୁଳ କୁମୁଡ଼ା ଘର, […]

ଅନୁଗୁଳ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳେଚର ବ୍ଲକ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ  ଚଢାଉ କରିଛି । ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ରେଡର ନେତୃତ୍ୱ ୪ ଜଣ ଡିଏସପି ନେଉଥିବା ବେଳେ ଟିମରେ ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦ୍ୟସ ରହିଛନ୍ତି । ବିରଞ୍ଚିଙ୍କ ତାଳଚେର ଅଫିସ୍ ସହ ଅନୁଗୁଳ କୁମୁଡ଼ା ଘର, ଅନୁଗୁଳ ଅମ୍ବାଲାରେ ଥିବା ଘର ଏବଂ ଢେଙ୍କାନାଳ ମେରାମୁଣ୍ଡଳିରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏବେ ଚଢ଼ାଉ ଜାରି ରହିଥିବା ବେଳେ ଜବତ ସମ୍ପତ୍ତି ନେଇ ସୂଚନା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

31 Jan 2022 By The Sakala

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି

ଅନୁଗୁଳ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳେଚର ବ୍ଲକ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ  ଚଢାଉ କରିଛି । ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ରେଡର ନେତୃତ୍ୱ ୪ ଜଣ ଡିଏସପି ନେଉଥିବା ବେଳେ ଟିମରେ ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦ୍ୟସ ରହିଛନ୍ତି । ବିରଞ୍ଚିଙ୍କ ତାଳଚେର ଅଫିସ୍ ସହ ଅନୁଗୁଳ କୁମୁଡ଼ା ଘର, ଅନୁଗୁଳ ଅମ୍ବାଲାରେ ଥିବା ଘର ଏବଂ ଢେଙ୍କାନାଳ ମେରାମୁଣ୍ଡଳିରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏବେ ଚଢ଼ାଉ ଜାରି ରହିଥିବା ବେଳେ ଜବତ ସମ୍ପତ୍ତି ନେଇ ସୂଚନା ମିଳିପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର