ଭିଜିଲାନ୍ସ ଜାଲରେ CHSE ଅଧିକାରୀ, ୩ ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ

The Sakala Picture
Published On

ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଆଜି ଭାଜିଲାନ୍ସ ପକ୍ଷରୁ ଚଢାଉ କରାଯଇଛି। ଭୁବନେଶ୍ୱର ଓ ଜଗତସିଂହପୁରର ୩ଟି ସ୍ଥାନରେ ଚଢାଉ ଜାରି ରହିଛି। କାନନବିହାରର ୪ ମହଲା ଘର ଓ ସାମନ୍ତରାପୁର ଅଫିସ, କେନ୍ଦ୍ରାପଡ଼ା ପୈତୃକ ବାସଭବନରେ ଚଢାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

28 Aug 2024 By The Sakala

ଭିଜିଲାନ୍ସ ଜାଲରେ CHSE ଅଧିକାରୀ, ୩ ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ

ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଆଜି ଭାଜିଲାନ୍ସ ପକ୍ଷରୁ ଚଢାଉ କରାଯଇଛି। ଭୁବନେଶ୍ୱର ଓ ଜଗତସିଂହପୁରର ୩ଟି ସ୍ଥାନରେ ଚଢାଉ ଜାରି ରହିଛି। କାନନବିହାରର ୪ ମହଲା ଘର ଓ ସାମନ୍ତରାପୁର ଅଫିସ, କେନ୍ଦ୍ରାପଡ଼ା ପୈତୃକ ବାସଭବନରେ ଚଢାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର