୨୨ ଘଣ୍ଟାର ମାରାଥନ ରେଡ୍ ପରେ ଗିରଫ ହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

The Sakala Picture
Published On

ଭୁବନେଶ୍ୱର: ୧୧ଟି ସ୍ଥାନରେ ୨୨ ଘଣ୍ଟାର ମାରାଥନ ରେଡ୍ ପରେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ ହୋଇଛନ୍ତି। ଏବେ ସୁଦ୍ଧା ୮ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିଲା । କଟକ, ଭୁବନେଶ୍ୱର ସମେତ ୧୧ଟି ସ୍ଥାନରେ ରେଡ୍ କରିଥିଲା ଭିଡିଲାନ୍ସ । ସୂଚନା ଅନୁଯାୟୀ, ରେଡ୍ ବେଳେ ବିଏମଡବ୍ଲୁ କାର ସମେତ ୩ଟି କାର ଠାବ ହୋଇଛି। ୨୨ […]

ଭୁବନେଶ୍ୱର: ୧୧ଟି ସ୍ଥାନରେ ୨୨ ଘଣ୍ଟାର ମାରାଥନ ରେଡ୍ ପରେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ ହୋଇଛନ୍ତି। ଏବେ ସୁଦ୍ଧା ୮ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିଲା । କଟକ, ଭୁବନେଶ୍ୱର ସମେତ ୧୧ଟି ସ୍ଥାନରେ ରେଡ୍ କରିଥିଲା ଭିଡିଲାନ୍ସ ।

ଆହୁରି ପଢ଼ନ୍ତୁ: ଶାଢ଼ୀ ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ: ପ୍ରେସର କୁକର ଢାଙ୍କୁଣିରେ ପିଟିବା ପରେ ତଣ୍ଟି ଚିପି ନେଲା ଜୀବନ

ସୂଚନା ଅନୁଯାୟୀ, ରେଡ୍ ବେଳେ ବିଏମଡବ୍ଲୁ କାର ସମେତ ୩ଟି କାର ଠାବ ହୋଇଛି। ୨୨ ଲକ୍ଷ ଟଙ୍କାର ବାଇକ୍ ସମେତ ୩ଟି ବାଇକ୍ ମଧ୍ୟ ଜବତ କରାଯାଇଛି । ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୨ଟି ବିଦେଶୀ ପୋଷା କୁକର କୁକୁର ମଧ୍ୟ ରଖିଥିଲେ ତ୍ରିନାଥ । ଭିଜିଲାନ୍ସ ଅଧକେଜିରୁ ଅଧିକ ସୁନା ଓ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

16 Feb 2022 By The Sakala

୨୨ ଘଣ୍ଟାର ମାରାଥନ ରେଡ୍ ପରେ ଗିରଫ ହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

ଭୁବନେଶ୍ୱର: ୧୧ଟି ସ୍ଥାନରେ ୨୨ ଘଣ୍ଟାର ମାରାଥନ ରେଡ୍ ପରେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ ହୋଇଛନ୍ତି। ଏବେ ସୁଦ୍ଧା ୮ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିଲା । କଟକ, ଭୁବନେଶ୍ୱର ସମେତ ୧୧ଟି ସ୍ଥାନରେ ରେଡ୍ କରିଥିଲା ଭିଡିଲାନ୍ସ ।

ସୂଚନା ଅନୁଯାୟୀ, ରେଡ୍ ବେଳେ ବିଏମଡବ୍ଲୁ କାର ସମେତ ୩ଟି କାର ଠାବ ହୋଇଛି। ୨୨ ଲକ୍ଷ ଟଙ୍କାର ବାଇକ୍ ସମେତ ୩ଟି ବାଇକ୍ ମଧ୍ୟ ଜବତ କରାଯାଇଛି । ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୨ଟି ବିଦେଶୀ ପୋଷା କୁକର କୁକୁର ମଧ୍ୟ ରଖିଥିଲେ ତ୍ରିନାଥ । ଭିଜିଲାନ୍ସ ଅଧକେଜିରୁ ଅଧିକ ସୁନା ଓ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର