ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ

The Sakala Picture
Published On

ବଲାଙ୍ଗିରରୁ ଆସିଲା ବଡ଼ ଖବର । ସଞ୍ଜ ଅନ୍ଧାରରେ ବଲାଙ୍ଗିରରେ ମାତିଛନ୍ତି ଦୁର୍ବୃତ୍ତ । ବଲାଙ୍ଗିରର ବରପାଲିପଡ଼ା ବ୍ରିଜ୍ ନିକଟ ଏଟିଏମରୁ ଦୁର୍ବୃତ୍ତ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ କରି ନେଇଛନ୍ତି । ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜେଇଙ୍କୁ ଅପହରଣ କରି ନେଇଥିଲେ । କାରରେ ଅପହରଣ କରି ନେଇଯିବା ବେଳେ କନ୍ଧପାଲିପଡ଼ା ଠାରେ ବ୍ରିଜ୍ କାମ ଚାଲୁଥିବାରୁ ବିପରୀତ ଦିଗରୁ ଆସୁଥିବା କାରଟି ସମଲେଶ୍ବରୀ […]

ବଲାଙ୍ଗିରରୁ ଆସିଲା ବଡ଼ ଖବର । ସଞ୍ଜ ଅନ୍ଧାରରେ ବଲାଙ୍ଗିରରେ ମାତିଛନ୍ତି ଦୁର୍ବୃତ୍ତ । ବଲାଙ୍ଗିରର ବରପାଲିପଡ଼ା ବ୍ରିଜ୍ ନିକଟ ଏଟିଏମରୁ ଦୁର୍ବୃତ୍ତ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ କରି ନେଇଛନ୍ତି । ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜେଇଙ୍କୁ ଅପହରଣ କରି ନେଇଥିଲେ ।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ଖଣ୍ଡନ ହେଲା ଡ୍ରଗ୍ସ ସେବନ ଅଭିଯୋଗ, ଜିମ୍ନାଷ୍ଟିକ୍ ବେଲ୍ଟକୁ ନେଇ ବଢ଼ିଲା ସନ୍ଦେହ

କାରରେ ଅପହରଣ କରି ନେଇଯିବା ବେଳେ କନ୍ଧପାଲିପଡ଼ା ଠାରେ ବ୍ରିଜ୍ କାମ ଚାଲୁଥିବାରୁ ବିପରୀତ ଦିଗରୁ ଆସୁଥିବା କାରଟି ସମଲେଶ୍ବରୀ ନର୍ସିଂହୋମ୍ ନିକଟ ନାଳରେ ଫସି  ଯାଇଥିଲା । କାରରେ ଜଣେ ବ୍ୟବସାୟୀ ଥିବାବେଳେ ୧ ଲକ୍ଷ ୮୫ ହଜାର ଟଙ୍କା ଥିଲା । ଦୁର୍ବୃତ୍ତ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୮୫ ହଜାର ଟଙ୍କା ସହ ୩ଟି ମୋବାଇଲ୍ ଲୁଟ୍ କରି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ମୁରାଦାବାଦରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସାଜିଥିବା ପୁତୁରା ସହ ମିଶି ସ୍ୱାମୀଙ୍କୁ କରେଣ୍ଟ ଓ ବିଷ ଦେଇ ହତ୍ୟା କଲା ସ୍ତ୍ରୀ

ଲୁଟ୍ ବେଳେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତଙ୍କ ଠାରୁ ଅଳ୍ପକେ ଖସି ଆସିଛନ୍ତି କନିଷ୍ଠ ଯନ୍ତ୍ରୀ । ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପିଛା କରି ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ।

ଆହୁରି ପଢ଼ନ୍ତୁ: ଅବୈଧ ସମ୍ପର୍କର କରୁଣ ପରିଣତି: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, କ୍ଷେତରେ ପୋତିଦେଲା ଶବ

23 May 2021 By The Sakala

ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ

ବଲାଙ୍ଗିରରୁ ଆସିଲା ବଡ଼ ଖବର । ସଞ୍ଜ ଅନ୍ଧାରରେ ବଲାଙ୍ଗିରରେ ମାତିଛନ୍ତି ଦୁର୍ବୃତ୍ତ । ବଲାଙ୍ଗିରର ବରପାଲିପଡ଼ା ବ୍ରିଜ୍ ନିକଟ ଏଟିଏମରୁ ଦୁର୍ବୃତ୍ତ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ କରି ନେଇଛନ୍ତି । ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜେଇଙ୍କୁ ଅପହରଣ କରି ନେଇଥିଲେ ।

କାରରେ ଅପହରଣ କରି ନେଇଯିବା ବେଳେ କନ୍ଧପାଲିପଡ଼ା ଠାରେ ବ୍ରିଜ୍ କାମ ଚାଲୁଥିବାରୁ ବିପରୀତ ଦିଗରୁ ଆସୁଥିବା କାରଟି ସମଲେଶ୍ବରୀ ନର୍ସିଂହୋମ୍ ନିକଟ ନାଳରେ ଫସି  ଯାଇଥିଲା । କାରରେ ଜଣେ ବ୍ୟବସାୟୀ ଥିବାବେଳେ ୧ ଲକ୍ଷ ୮୫ ହଜାର ଟଙ୍କା ଥିଲା । ଦୁର୍ବୃତ୍ତ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୮୫ ହଜାର ଟଙ୍କା ସହ ୩ଟି ମୋବାଇଲ୍ ଲୁଟ୍ କରି ନେଇଛନ୍ତି ।

ଲୁଟ୍ ବେଳେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତଙ୍କ ଠାରୁ ଅଳ୍ପକେ ଖସି ଆସିଛନ୍ତି କନିଷ୍ଠ ଯନ୍ତ୍ରୀ । ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପିଛା କରି ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର