ବଢ଼ିଲା ଗୋବିନ୍ଦାଙ୍କ ଅଡୁଆ, ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ଖୁବ ଶୀଘ୍ର ହେବେ ଜେରା

The Sakala Picture
Published On

ଭୁବନେଶ୍ବର: ହଜାରେ କୋଟିରୁ ଅଧିକ ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ EOW ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରା ଉଚୁରା କରିବ । ଗତ ଜୁଲାଇରେ ଗୋଆରେ STA, ସୋଲାର ଟେକନୋ ଆଲାଂଶର ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ଏହି ପଞ୍ଜି ସ୍କିମରେ ବିନିଯୋଗ କରିବାକୁ ମଧ୍ୟ ଉପସ୍ଥିତ ଲୋକଙ୍କୁ କହିଥିଲେ । ତେବେ ଗୋବିନ୍ଦଙ୍କୁ ପଚାର ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ କଣ ଭୂମିକା ରହିଛି। ତାଙ୍କୁ କଣ […]

ଭୁବନେଶ୍ବର: ହଜାରେ କୋଟିରୁ ଅଧିକ ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ EOW ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରା ଉଚୁରା କରିବ । ଗତ ଜୁଲାଇରେ ଗୋଆରେ STA, ସୋଲାର ଟେକନୋ ଆଲାଂଶର ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ଏହି ପଞ୍ଜି ସ୍କିମରେ ବିନିଯୋଗ କରିବାକୁ ମଧ୍ୟ ଉପସ୍ଥିତ ଲୋକଙ୍କୁ କହିଥିଲେ । ତେବେ ଗୋବିନ୍ଦଙ୍କୁ ପଚାର ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ କଣ ଭୂମିକା ରହିଛି।

ଆହୁରି ପଢ଼ନ୍ତୁ: ରାଜନଗର ଚାଷୀ ମୃତ୍ୟୁ ଘଟଣା: ତହସିଲଦାରଙ୍କ ଗୋଡ ତଳେ ପଡି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

ତାଙ୍କୁ କଣ କହି ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା।  କେତେ ଟଙ୍କା ନେଇଥିଲେ। ଏହା ଏକ ଠକେଇ ସଂସ୍ଥା ବୋଲି ସେ ଜାଣି ଥିଲେ କି। ଏଭଳି ପ୍ରଶ୍ନ ପଚରା ଯିବ। ତେବେ ଇବେ ସେ ଅଭିଯୁକ୍ତ ନୁହନ୍ତି ବୋଲି EOW IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି। STA ଦେଶରୁ ଦୁଇ ଲକ୍ଷ ରୁ ଅଧିକ ଲୋକଙ୍କୁ ଠକି ଏକ ହଜାର ରୁ ଅଧିକ ଟଙ୍କା ହାତେଇ ଥିଲା। ଓଡ଼ିଶା ରେ ଏହି ଠକେଇ ପରିମାଣ ୩୦ କୋଟିରୁ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଜଳିଲା ପ୍ରତିଶୋଧର ନିଆଁ: ଆମେରିକା ଦୂତାବାସ ଆଗରେ ହିଂସାକାଣ୍ଡ, ୨୩ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp