କମିଶନରେଟ ପୁଲିସ କବ୍‌ଜାରେ ୨ କୁଖ୍ୟାତ ଗଞ୍ଜେଇ ବେପାରୀ, ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କା ଜବତ

The Sakala Picture
Published On

କଟକ: କମିଶନରେଟ ପୁଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଦୁଇ କୁଖ୍ଯତା ଗଞ୍ଜେଇ ବେପାରୀଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରିଛି ପୁଲିସ । ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୁଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୁଲିସ ଆରମ୍ଭ କରିଥିଲା ଅପରେସନ । କଟକ […]

କଟକ: କମିଶନରେଟ ପୁଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଦୁଇ କୁଖ୍ଯତା ଗଞ୍ଜେଇ ବେପାରୀଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୁଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୁଲିସ ଆରମ୍ଭ କରିଥିଲା ଅପରେସନ । କଟକ ୪୨ ମୌଜାରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । କେବଳ ଗଞ୍ଜେଇ ନୁହେଁ ନଗଦ ୭୫ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏତେ ପରିମାଣରେ ଗଞ୍ଜେଇ ଧରାପଡ଼ିବା ପରେ ଘରେ ସର୍ଚ୍ଚ କରିଥିଲା ପୁଲିସ । ଏଥିରେ ଆଉ କିଏକିଏ ସମିଲ ଅଛନ୍ତି ସେ ନେଇ ଖୋଳତାଡ ଜାରି ରଖିଚି ପୁଲିସ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

12 Feb 2022 By The Sakala

କମିଶନରେଟ ପୁଲିସ କବ୍‌ଜାରେ ୨ କୁଖ୍ୟାତ ଗଞ୍ଜେଇ ବେପାରୀ, ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କା ଜବତ

କଟକ: କମିଶନରେଟ ପୁଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଦୁଇ କୁଖ୍ଯତା ଗଞ୍ଜେଇ ବେପାରୀଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରିଛି ପୁଲିସ ।

ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୁଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୁଲିସ ଆରମ୍ଭ କରିଥିଲା ଅପରେସନ । କଟକ ୪୨ ମୌଜାରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । କେବଳ ଗଞ୍ଜେଇ ନୁହେଁ ନଗଦ ୭୫ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏତେ ପରିମାଣରେ ଗଞ୍ଜେଇ ଧରାପଡ଼ିବା ପରେ ଘରେ ସର୍ଚ୍ଚ କରିଥିଲା ପୁଲିସ । ଏଥିରେ ଆଉ କିଏକିଏ ସମିଲ ଅଛନ୍ତି ସେ ନେଇ ଖୋଳତାଡ ଜାରି ରଖିଚି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର