ରାତାରାତି କୋଟିପତି ହେବାର ନିଶା: ସରକାରୀ ଟଙ୍କାରେ କ୍ରିକେଟ୍‌ ବେଟିଂ ! ଗିରଫ ହେଲେ ଆଉ ଜଣେ ପିଇଓ…

The Sakala Picture
Published On

ଭୁବନେଶ୍ବର: ଘାରିଛି ରାତାରାତି କୋଟିପତି ହେବାର ସପ୍ନ। ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)। ଥୁଆମୁଳ-ରାମପୁର ବକ୍ଲ ପିଇଓ ଦେବାନନ୍ଦ ସାଗରକୁ ଆଜି ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସରକାରୀ ଅର୍ଥକୁ କ୍ରିକେଟ ବେଟିଂରେ ଦେବାନନ୍ଦ ଲଗାଉଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଦେବାନନ୍ଦଙ୍କ ବିରୁଦ୍ଧରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ ଆସିଛି। ସେହପରି, ଗତକାଲି ରାତାରାତି କୋଟିପତି ହେବାର ନିଶାରେ […]

ଭୁବନେଶ୍ବର: ଘାରିଛି ରାତାରାତି କୋଟିପତି ହେବାର ସପ୍ନ। ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)। ଥୁଆମୁଳ-ରାମପୁର ବକ୍ଲ ପିଇଓ ଦେବାନନ୍ଦ ସାଗରକୁ ଆଜି ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସରକାରୀ ଅର୍ଥକୁ କ୍ରିକେଟ ବେଟିଂରେ ଦେବାନନ୍ଦ ଲଗାଉଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଦେବାନନ୍ଦଙ୍କ ବିରୁଦ୍ଧରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ ଆସିଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ସେହପରି, ଗତକାଲି ରାତାରାତି କୋଟିପତି ହେବାର ନିଶାରେ ଜଣେ ପିଇଓ ଭିଜିଲାନ୍ସ ଜାଲରେ ପଡିଥିଲେ। ପଞ୍ଚାୟତର ୪୩ଲକ୍ଷ ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍‌ ବେଟିଂ କରିବା ଅଭିଯୋଗରେ ଭିଜିଲାନ୍ସ  ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକ। ସରପଞ୍ଚଙ୍କ ଜାଲ ଦସ୍ତଖତରେ ସେ ଏହି ଟଙ୍କା ଉଠାଇବା ପରେ ଅନ୍‌ଲାଇନ୍‌ ଗେମିଂ ଓ ବେଟିଂ ଆପରେ ନିବେଶ କରୁଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ପ୍ରଦୀପ ପ୍ରଧାନ ଏହି ସୂଚନା ଦେଇଥିଲେ।

22 Mar 2025 By The Sakala

ରାତାରାତି କୋଟିପତି ହେବାର ନିଶା: ସରକାରୀ ଟଙ୍କାରେ କ୍ରିକେଟ୍‌ ବେଟିଂ ! ଗିରଫ ହେଲେ ଆଉ ଜଣେ ପିଇଓ…

ଭୁବନେଶ୍ବର: ଘାରିଛି ରାତାରାତି କୋଟିପତି ହେବାର ସପ୍ନ। ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)। ଥୁଆମୁଳ-ରାମପୁର ବକ୍ଲ ପିଇଓ ଦେବାନନ୍ଦ ସାଗରକୁ ଆଜି ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସରକାରୀ ଅର୍ଥକୁ କ୍ରିକେଟ ବେଟିଂରେ ଦେବାନନ୍ଦ ଲଗାଉଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଦେବାନନ୍ଦଙ୍କ ବିରୁଦ୍ଧରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ ଆସିଛି।

ସେହପରି, ଗତକାଲି ରାତାରାତି କୋଟିପତି ହେବାର ନିଶାରେ ଜଣେ ପିଇଓ ଭିଜିଲାନ୍ସ ଜାଲରେ ପଡିଥିଲେ। ପଞ୍ଚାୟତର ୪୩ଲକ୍ଷ ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍‌ ବେଟିଂ କରିବା ଅଭିଯୋଗରେ ଭିଜିଲାନ୍ସ  ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକ। ସରପଞ୍ଚଙ୍କ ଜାଲ ଦସ୍ତଖତରେ ସେ ଏହି ଟଙ୍କା ଉଠାଇବା ପରେ ଅନ୍‌ଲାଇନ୍‌ ଗେମିଂ ଓ ବେଟିଂ ଆପରେ ନିବେଶ କରୁଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ପ୍ରଦୀପ ପ୍ରଧାନ ଏହି ସୂଚନା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର