ଭିଜିଲାନ୍ସ ଜାଲରେ OSRTC ସିଏଓ, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଓଡ଼ିଶା ସଡ଼କ ଏବଂ ପରିବହନ ନିଗମ (OSRTC)ର ଚିଫ୍ ଆକାଉଣ୍ଟ ଅଫିସର (CAO) ବିଜୟ ମଙ୍ଗରାଜ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗରାଜଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ଵରର ୬ଟି ଏବଂ ବାରିପଦାର ଗୋଟିଏ ସ୍ଥାନରେ ଏବେ ଚଢ଼ାଉ ଚାଲିଛି। ଭୁବନେଶ୍ଵର କାର୍ଯ୍ୟାଳୟ ସମେତ ନନ୍ଦନ ବିହାର ଓ ପଳାଶୁଣୀରେ ଥିବା ଘରେ ଚଢ଼ାଉ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

23 Aug 2024 By The Sakala

ଭିଜିଲାନ୍ସ ଜାଲରେ OSRTC ସିଏଓ, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଓଡ଼ିଶା ସଡ଼କ ଏବଂ ପରିବହନ ନିଗମ (OSRTC)ର ଚିଫ୍ ଆକାଉଣ୍ଟ ଅଫିସର (CAO) ବିଜୟ ମଙ୍ଗରାଜ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗରାଜଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ଵରର ୬ଟି ଏବଂ ବାରିପଦାର ଗୋଟିଏ ସ୍ଥାନରେ ଏବେ ଚଢ଼ାଉ ଚାଲିଛି। ଭୁବନେଶ୍ଵର କାର୍ଯ୍ୟାଳୟ ସମେତ ନନ୍ଦନ ବିହାର ଓ ପଳାଶୁଣୀରେ ଥିବା ଘରେ ଚଢ଼ାଉ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର