ରାଜଧାନୀରେ ଲଜ୍ଜା: ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ। ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚ ଗାଁର ଗୋଠ ସାହିରେ । ସେହି ଗାଁ ର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ଼ ଥାନାରେ ହୋଇଛି ଅଭିଯୋଗ। ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ପ୍ରଚୁର ମାତ୍ରାରେ ପୀଡିତା ଙ୍କର ରକ୍ତଶ୍ରାବ ହେଉଥିବା […]

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ। ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚ ଗାଁର ଗୋଠ ସାହିରେ । ସେହି ଗାଁ ର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ଼ ଥାନାରେ ହୋଇଛି ଅଭିଯୋଗ। ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ପ୍ରଚୁର ମାତ୍ରାରେ ପୀଡିତା ଙ୍କର ରକ୍ତଶ୍ରାବ ହେଉଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ଜଣଙ୍କ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କ ଭାଇ ଓ ଭିଣୋଇଙ୍କୁ ଉଠେଇ ଆଣି ଥାନାରେ ପଚରାଉଚରା କରିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

01 Jul 2024 By The Sakala

ରାଜଧାନୀରେ ଲଜ୍ଜା: ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ। ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚ ଗାଁର ଗୋଠ ସାହିରେ । ସେହି ଗାଁ ର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ଼ ଥାନାରେ ହୋଇଛି ଅଭିଯୋଗ। ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ପ୍ରଚୁର ମାତ୍ରାରେ ପୀଡିତା ଙ୍କର ରକ୍ତଶ୍ରାବ ହେଉଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ଜଣଙ୍କ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କ ଭାଇ ଓ ଭିଣୋଇଙ୍କୁ ଉଠେଇ ଆଣି ଥାନାରେ ପଚରାଉଚରା କରିଛି।

https://www.thesakala.in/crime/shame-in-bbsr-3-year-old-girl-was-raped-allegation/article-33324
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର