ଡକାୟତି ଯୋଜନା ପଣ୍ଡ, ୫ ଡକାୟତକୁ ଗିରଫ କଲା ପୁଲିସ

The Sakala Picture
Published On

ଭୁବନେଶ୍ବର: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ମଞ୍ଚେଶ୍ବର ଥାନା ପୁଲିସ। ୫ ଡକାୟତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୁଲିସ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ ଟାର୍ଗେଟ କରୁଥିଲେ। ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଛି ଅପରାଧିକ ମାମଲା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜୋନ […]

ଭୁବନେଶ୍ବର: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ମଞ୍ଚେଶ୍ବର ଥାନା ପୁଲିସ। ୫ ଡକାୟତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୁଲିସ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ ଟାର୍ଗେଟ କରୁଥିଲେ। ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଛି ଅପରାଧିକ ମାମଲା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜୋନ -୫ ଏସିପି ଗୌତମ କିଷାନ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

29 Apr 2024 By The Sakala

ଡକାୟତି ଯୋଜନା ପଣ୍ଡ, ୫ ଡକାୟତକୁ ଗିରଫ କଲା ପୁଲିସ

ଭୁବନେଶ୍ବର: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ମଞ୍ଚେଶ୍ବର ଥାନା ପୁଲିସ। ୫ ଡକାୟତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୁଲିସ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ ଟାର୍ଗେଟ କରୁଥିଲେ। ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଛି ଅପରାଧିକ ମାମଲା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜୋନ -୫ ଏସିପି ଗୌତମ କିଷାନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର