ସାଇବର ହ୍ୟାକିଙ୍ଗ ଅଭିଯୋଗରେ ଭୁବନେଶ୍ବରରୁ ଜଣଙ୍କୁ କାବୁ କଲା ଦିଲ୍ଲୀ ପୁଲିସ
ଭୁବନେଶ୍ୱର: ଭୁବନେଶ୍ୱରରେ ଦିଲ୍ଲୀ ପୁଲିସ। ସାଇବର ଠକେଇ ଅଭିଯୋଗରେ ପହଞ୍ଚିଲା ପୁଲିସ । ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ ।ଭେରିଫିକେସନ୍ ପାଇଁ ରାଜଧାନୀରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଛି ଦିଲ୍ଲୀ ପୁଲିସର ସାଇବର ଟିମ୍ । ବମୀଖାଲ ଏକ ଆପର୍ଟମେଣ୍ଟରେ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ କରିଛି। ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡିଶା ଆସିଛି ଟିମ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଦିଲ୍ଲୀ ପୁଲିସ। ସାଇବର ଠକେଇ ଅଭିଯୋଗରେ ପହଞ୍ଚିଲା ପୁଲିସ । ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ ।ଭେରିଫିକେସନ୍ ପାଇଁ ରାଜଧାନୀରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଛି ଦିଲ୍ଲୀ ପୁଲିସର ସାଇବର ଟିମ୍ । ବମୀଖାଲ ଏକ ଆପର୍ଟମେଣ୍ଟରେ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ କରିଛି। ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡିଶା ଆସିଛି ଟିମ । ଲକ୍ଷ୍ମୀସାଗର ଥାନା ପୁଲିସ ସହଯୋଗରେ ତଦନ୍ତ ଜାରି ରହିଛି।