ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

The Sakala Picture
Published On

ଭୁବନେଶ୍ବର: ଖରିଆର ବନଖଣ୍ଡ ଅଧିନ ବାଙ୍କାପୁର ଛକରୁ ମଙ୍ଗଳବାର ପୂର୍ବାହ୍‌ଣରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥି ସହିତ ଏସ୍‌ଟିଏଫ୍‌ ଜଣେ ଚାଲାଣକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ରଞ୍ଜନ କୁମାର ସାହୁ। STF, with the help of Khariar forest officials, seized/rescued one live pangolin near Bankapur Chak, Nuapada. One accused was arrested.Further investigation is on.@odisha_police @CIDOdisha pic.twitter.com/lXTuoIF9m7 — STF (@OdishapoliceStf) October 31, […]

ଭୁବନେଶ୍ବର: ଖରିଆର ବନଖଣ୍ଡ ଅଧିନ ବାଙ୍କାପୁର ଛକରୁ ମଙ୍ଗଳବାର ପୂର୍ବାହ୍‌ଣରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥି ସହିତ ଏସ୍‌ଟିଏଫ୍‌ ଜଣେ ଚାଲାଣକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ରଞ୍ଜନ କୁମାର ସାହୁ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ସୂଚନା ଅନୁଯାୟୀ, ରଞ୍ଜନ କୁମାର ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ କରିବା ଉଦ୍ଦେଶ୍ୟରେ ରଖିଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ଟିଏଫ୍‌ ଯୋଜନା ମୁତାବକ ନୂଆପଡ଼ା ଜିଲ୍ଲା ଖରିଆର ପୁଲିସ ଥାନା ଅଧୀନ ବାଙ୍କାପୁର ଛକରେ ଆଜି ପୂର୍ବାହ୍ନରେ ପହଞ୍ଚି ଥିଲା। ଏସ୍‌ଟିଏଫ୍‌ ରଞ୍ଜନ କୁମାର ସାହୁଙ୍କ ଚାରିଚକିଆ ଯାନ ଭିତରେ ଜୀବନ୍ତ ବଜ୍ରକାପ୍ତାକୁ ଠାବ କରିଥିଲା। ଏସ୍‌ଟିଏଫ୍‌ ଏନେଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ରଞ୍ଜନକୁ ଗିରଫ କରିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ଖରିଆର ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି।

31 Oct 2023 By The Sakala

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ବର: ଖରିଆର ବନଖଣ୍ଡ ଅଧିନ ବାଙ୍କାପୁର ଛକରୁ ମଙ୍ଗଳବାର ପୂର୍ବାହ୍‌ଣରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥି ସହିତ ଏସ୍‌ଟିଏଫ୍‌ ଜଣେ ଚାଲାଣକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ରଞ୍ଜନ କୁମାର ସାହୁ।

ସୂଚନା ଅନୁଯାୟୀ, ରଞ୍ଜନ କୁମାର ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ କରିବା ଉଦ୍ଦେଶ୍ୟରେ ରଖିଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ଟିଏଫ୍‌ ଯୋଜନା ମୁତାବକ ନୂଆପଡ଼ା ଜିଲ୍ଲା ଖରିଆର ପୁଲିସ ଥାନା ଅଧୀନ ବାଙ୍କାପୁର ଛକରେ ଆଜି ପୂର୍ବାହ୍ନରେ ପହଞ୍ଚି ଥିଲା। ଏସ୍‌ଟିଏଫ୍‌ ରଞ୍ଜନ କୁମାର ସାହୁଙ୍କ ଚାରିଚକିଆ ଯାନ ଭିତରେ ଜୀବନ୍ତ ବଜ୍ରକାପ୍ତାକୁ ଠାବ କରିଥିଲା। ଏସ୍‌ଟିଏଫ୍‌ ଏନେଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ରଞ୍ଜନକୁ ଗିରଫ କରିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ଖରିଆର ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି।

https://www.thesakala.in/crime/stf-seized-one-live-pangolin-one-accused-was-arrested/article-26882
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର