ରାଉରକେଲାରୁ ନକଲି ନୋଟ ଜବତ କଲା ଏସଟିଏଫ୍, ଜଣେ ଗିରଫ

The Sakala Picture
Published On

ଭୁବନେଶ୍ୱର: ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ  ନକଲି ନୋଟ୍ ଜବତ କରାଯାଇଛି । ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍‌ଟିଏଫ୍‌ । ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନାଁ  ନାଁ ସେକ୍ ଅହମଦ। କୌଣସି ସୂତ୍ରରୁ ସୂଚନା ପାଇ ରାଉରକେଲା ପୁଲିସ ସହାୟତାରେ ଏସ୍‌ଟିଏଫ୍ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ସେଠାରୁ ସେକ୍ […]

ଭୁବନେଶ୍ୱର: ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ  ନକଲି ନୋଟ୍ ଜବତ କରାଯାଇଛି । ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍‌ଟିଏଫ୍‌ । ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନାଁ  ନାଁ ସେକ୍ ଅହମଦ। କୌଣସି ସୂତ୍ରରୁ ସୂଚନା ପାଇ ରାଉରକେଲା ପୁଲିସ ସହାୟତାରେ ଏସ୍‌ଟିଏଫ୍ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ସେଠାରୁ ସେକ୍ ଅହମଦକୁ କାବୁ କିବା ସହ ଏସ୍‌ଟିଏଫ ନକଲି ନୋଟ୍ ଜବତ କରିଥିଲା। ଏହା ସହିତ ସେକ୍‌ ଠାରୁ ଗୋଟିଏ ଲ୍ୟାପ୍‌ଟପ୍‌, ଗୋଟିଏ କଲର ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର