ଗୁଣି ଗାରେଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣିଗାରେଡିକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।। ସୂଚନା ଅନୁଯାୟୀ, ପଦୀଆ ପଡିଆମି ଗାଁରେ ଗୁଣି ଗାରେଡି କରୁଥିବା ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ପଡିଆମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ତେବେ ଗୁଣି ଗାରିଡିକୁ କେନ୍ଦ୍ର କରି ଏହିପରି ଘଟଣା ଘଟିଥିବା ଜଣା ପଡିଛି। ଖବର ପାଇ ଘଟଣା ସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଶବକୁ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣିଗାରେଡିକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ସୂଚନା ଅନୁଯାୟୀ, ପଦୀଆ ପଡିଆମି ଗାଁରେ ଗୁଣି ଗାରେଡି କରୁଥିବା ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ପଡିଆମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ତେବେ ଗୁଣି ଗାରିଡିକୁ କେନ୍ଦ୍ର କରି ଏହିପରି ଘଟଣା ଘଟିଥିବା ଜଣା ପଡିଛି। ଖବର ପାଇ ଘଟଣା ସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଶବକୁ ଜବତ କରିବାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର