ପ୍ରେମିକାକୁ ଘରକୁ ଡାକି ନିଶା ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ପୁଣି ଲଭ୍ ସେକ୍ସ ଓ ଧୋକା ଅଭିଯୋଗ । ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ବିଷୟରେ କଥା ହେବାକୁ ଅଭିଯୁକ୍ତ ପ୍ରେମିକ ଘରକୁ ଡାକିଥିଲେ । ଭୁବନେଶ୍ବର ୟୁନିଟ -୬ ଅଞ୍ଚଳର ଏକ ଘରକୁ ଡାକି ସେଠାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ପରେ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରିଥିଲେ । ଥାନାରେ ଅଭିଯୋଗ […]

ଭୁବନେଶ୍ବର: ରାଜଧାନୀରେ ପୁଣି ଲଭ୍ ସେକ୍ସ ଓ ଧୋକା ଅଭିଯୋଗ । ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା ।

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ବିଷୟରେ କଥା ହେବାକୁ ଅଭିଯୁକ୍ତ ପ୍ରେମିକ ଘରକୁ ଡାକିଥିଲେ । ଭୁବନେଶ୍ବର ୟୁନିଟ -୬ ଅଞ୍ଚଳର ଏକ ଘରକୁ ଡାକି ସେଠାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ପରେ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରିଥିଲେ । ଥାନାରେ ଅଭିଯୋଗ କଲେ ଏସିଡ ଫିଙ୍ଗି ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ ପ୍ରେମିକ । ଏ ନେଇ ମହିଳା ଥାନାରେ ଏଭଳି ସଙ୍ଗୀନ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

29 Aug 2024 By The Sakala

ପ୍ରେମିକାକୁ ଘରକୁ ଡାକି ନିଶା ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ପୁଣି ଲଭ୍ ସେକ୍ସ ଓ ଧୋକା ଅଭିଯୋଗ । ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ବିଷୟରେ କଥା ହେବାକୁ ଅଭିଯୁକ୍ତ ପ୍ରେମିକ ଘରକୁ ଡାକିଥିଲେ । ଭୁବନେଶ୍ବର ୟୁନିଟ -୬ ଅଞ୍ଚଳର ଏକ ଘରକୁ ଡାକି ସେଠାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ପରେ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରିଥିଲେ । ଥାନାରେ ଅଭିଯୋଗ କଲେ ଏସିଡ ଫିଙ୍ଗି ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ ପ୍ରେମିକ । ଏ ନେଇ ମହିଳା ଥାନାରେ ଏଭଳି ସଙ୍ଗୀନ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର