ବଢିଲା ମାଗଣା ଆଧାର ଅପଡେଟ୍‌ ସମୟସୀମା, ଏବେ ଡିସେମ୍ବର ୧୪ ଯାଏଁ କରିପାରିବେ…

The Sakala Picture
Published On

ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଏବେ ବଢିଛି ମାଗଣା ଆଧାର ଅପଡେଟ୍‌ ସମୟସୀମା। ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ଅବଧ୍ଖ ୧୪ ସେପ୍ଟେମ୍ବର ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ଶେଷ ତାରିଖ ବଦଳାଇ ଦେଇଛି। ଆଧାରର ମାଗଣା ଅପଡେଟ୍ ସମୟସୀମା ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି । […]

ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଏବେ ବଢିଛି ମାଗଣା ଆଧାର ଅପଡେଟ୍‌ ସମୟସୀମା। ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ଅବଧ୍ଖ ୧୪ ସେପ୍ଟେମ୍ବର ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ଶେଷ ତାରିଖ ବଦଳାଇ ଦେଇଛି। ଆଧାରର ମାଗଣା ଅପଡେଟ୍ ସମୟସୀମା ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ: ଦେଶରେ ଖାଦ୍ୟ ସଙ୍କଟ  ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ଏହି ସମୟସୀମା ବଢ଼ିବା ପରେ ଲୋକେ ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ପୁଣି ୩ ମାସ ସମୟ ପାଇଛନ୍ତି। ଏହି ପରେ ଆଧାର ଅପଡେଟ୍ କରିବାକୁ ଫି ଦେବାକୁ ପଡିବ। ମାଇଁ ଆଧାର ଆପ୍‌ ଫୋନରେ ଡାଉନଲୋଡ୍ କରି ଏବଂ ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ ମଧ୍ୟ କରାଯାଇପାରିବ। ଏଥିରେ ଲଗ୍‌ଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ପରେ ଓଟିପି ପ୍ରଦାନ କରି ଏହାକୁ ଅପଡେଟ୍ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟ୍‌କା ! ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ

16 Sep 2024 By The Sakala

ବଢିଲା ମାଗଣା ଆଧାର ଅପଡେଟ୍‌ ସମୟସୀମା, ଏବେ ଡିସେମ୍ବର ୧୪ ଯାଏଁ କରିପାରିବେ…

ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଏବେ ବଢିଛି ମାଗଣା ଆଧାର ଅପଡେଟ୍‌ ସମୟସୀମା। ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ଅବଧ୍ଖ ୧୪ ସେପ୍ଟେମ୍ବର ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ଶେଷ ତାରିଖ ବଦଳାଇ ଦେଇଛି। ଆଧାରର ମାଗଣା ଅପଡେଟ୍ ସମୟସୀମା ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି ।

ଏହି ସମୟସୀମା ବଢ଼ିବା ପରେ ଲୋକେ ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ପୁଣି ୩ ମାସ ସମୟ ପାଇଛନ୍ତି। ଏହି ପରେ ଆଧାର ଅପଡେଟ୍ କରିବାକୁ ଫି ଦେବାକୁ ପଡିବ। ମାଇଁ ଆଧାର ଆପ୍‌ ଫୋନରେ ଡାଉନଲୋଡ୍ କରି ଏବଂ ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ ମଧ୍ୟ କରାଯାଇପାରିବ। ଏଥିରେ ଲଗ୍‌ଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ପରେ ଓଟିପି ପ୍ରଦାନ କରି ଏହାକୁ ଅପଡେଟ୍ କରାଯାଇପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp