ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

The Sakala Picture
Published On

ଗଜପତି: ଢେପ ସାହିରେ ଥିବା ଏକ ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ପରେ ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ରାତିରେ ଫ୍ୟାକଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକେଜ୍ରୁ ଶ୍ୱାସରୁଦ୍ଧ ହୋଇଥିଲେ । ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ବ୍ରହ୍ମପୁରର ଅରୁଣ ସାହୁ, ମୋହନା ଥାନା କାମ୍ପଗୁଡା ଗାଁର ପ୍ରଭାକର ଦଳାଇ ଓ ଅନ୍ୟ ଜଣେ ସୁନିଲ ଦଳାଇ ବୋଲି […]

ଗଜପତି: ଢେପ ସାହିରେ ଥିବା ଏକ ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ପରେ ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ରାତିରେ ଫ୍ୟାକଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକେଜ୍ରୁ ଶ୍ୱାସରୁଦ୍ଧ ହୋଇଥିଲେ । ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ବ୍ରହ୍ମପୁରର ଅରୁଣ ସାହୁ, ମୋହନା ଥାନା କାମ୍ପଗୁଡା ଗାଁର ପ୍ରଭାକର ଦଳାଇ ଓ ଅନ୍ୟ ଜଣେ ସୁନିଲ ଦଳାଇ ବୋଲି ଜଣାପଡ଼ିଛି । ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD

07 Jul 2022 By The Sakala

ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ଗଜପତି: ଢେପ ସାହିରେ ଥିବା ଏକ ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ପରେ ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ରାତିରେ ଫ୍ୟାକଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକେଜ୍ରୁ ଶ୍ୱାସରୁଦ୍ଧ ହୋଇଥିଲେ । ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ବ୍ରହ୍ମପୁରର ଅରୁଣ ସାହୁ, ମୋହନା ଥାନା କାମ୍ପଗୁଡା ଗାଁର ପ୍ରଭାକର ଦଳାଇ ଓ ଅନ୍ୟ ଜଣେ ସୁନିଲ ଦଳାଇ ବୋଲି ଜଣାପଡ଼ିଛି । ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର