ମନୋରଞ୍ଜନ
ମାନସିକ ଚିକିତ୍ସା ସମ୍ପୂର୍ଣ୍ଣ ହେବା ପୂର୍ବରୁ ପଳାଇ ଆସିଛନ୍ତି ଜୟନାରାୟଣ ମିଶ୍ର, “ଶୀଘ୍ର ସୁସ୍ଥ ହୁଅ” : ଶ୍ରୀମୟୀ ମିଶ୍ର
ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ମାନସିକ ଚିକିତ୍ସା ଅଧାରୁ ଛାଡି ପଳାଇଆସିଛନ୍ତି। ସମସ୍ତେ ଜାଣନ୍ତି ସେ ତାଙ୍କର ମାନସିକ ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ। କିନ୍ତୁ ମାନସିକ ଚିକିତ୍ସାର ସମ୍ପୁର୍ଣ୍ଣ କୋର୍ସ ଶେଷ ହେବା ପୂର୍ବରୁ ପଳାଇ ଆସିଥିବା ଦେଖାଯାଇଛି ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ଆକ୍ରମଣ କରିଥିଲେ, ସେତେବେଳେ […]
ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ମାନସିକ ଚିକିତ୍ସା ଅଧାରୁ ଛାଡି ପଳାଇଆସିଛନ୍ତି। ସମସ୍ତେ ଜାଣନ୍ତି ସେ ତାଙ୍କର ମାନସିକ ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ। କିନ୍ତୁ ମାନସିକ ଚିକିତ୍ସାର ସମ୍ପୁର୍ଣ୍ଣ କୋର୍ସ ଶେଷ ହେବା ପୂର୍ବରୁ ପଳାଇ ଆସିଥିବା ଦେଖାଯାଇଛି ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ଆକ୍ରମଣ କରିଥିଲେ, ସେତେବେଳେ ଜଣାପଡିଥିଲା ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଆଉ ଏବେ ଚିକିତ୍ସା ଅଧାରୁ ଆସି ପୁଣିଥରେ ପାଗଳଙ୍କ ଭଳି ବୟାନବାଜି କରୁଛନ୍ତି।
We had heard that Shri. Jaynarayan Mishra had gone for mental treatment. It looks like he escaped before the full course of treatment got over. Our prayer for him- “get well soon”. We will advise media and Odisha BJP leaders to keep safe distance from him looking at his past…
— Shreemayee sweta snigdha Mishra (@ShreemayeeM) September 3, 2023
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏକ୍ସ(ଟ୍ବିଟର)ରେ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରି କହିଛନ୍ତି ‘ଆମେ ଶୁଣିଥିଲୁ ଶ୍ରୀ ଜୟନାରାୟଣ ମିଶ୍ର ମାନସିକ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସାର ସମ୍ପୂର୍ଣ୍ଣ କୋର୍ସ ଶେଷ ହେବା ପୂର୍ବରୁ ସେ ପଳାଇଥିବାର ଦେଖାଯାଉଛି। ତାଙ୍କ ପାଇଁ ଆମର ପ୍ରାର୍ଥନା- “ଶୀଘ୍ର ସୁସ୍ଥ ହୁଅ”। ତାଙ୍କ ଅତୀତର ଆଚରଣକୁ ଦେଖି ତାଙ୍କଠାରୁ ନିରାପଦ ଦୂରତା ରଖିବାକୁ ଆମେ ଗଣମାଧ୍ୟମ ଏବଂ ଓଡିଶା ବିଜେପି ନେତାମାନଙ୍କୁ ପରାମର୍ଶ ଦେବୁ।’