ନଭେମ୍ୱର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

The Sakala Picture
Published On

ନୂଆଦିଲ୍ଲୀ: ନଭେମ୍ୱର ମାସରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୧୧ ଦିନ ଛୁଟି ରହିବାକୁ ଥିବା ବେଳେ ୪ଟି ରବିବାର ଏବଂ ୨ଟି ଶନିବାରକୁ ମିଶାଇ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ଯ । ତେବେ ଲକ୍ଷ୍ନୌ ଏବଂ କାନପୁରରେ ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ ।  ଶିଲଂରେ ୧୨ରୁ ୧୪ ନଭେମ୍ୱର ଯାଏଁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ […]

ନୂଆଦିଲ୍ଲୀ: ନଭେମ୍ୱର ମାସରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୧୧ ଦିନ ଛୁଟି ରହିବାକୁ ଥିବା ବେଳେ ୪ଟି ରବିବାର ଏବଂ ୨ଟି ଶନିବାରକୁ ମିଶାଇ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ଯ । ତେବେ ଲକ୍ଷ୍ନୌ ଏବଂ କାନପୁରରେ ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ ।  ଶିଲଂରେ ୧୨ରୁ ୧୪ ନଭେମ୍ୱର ଯାଏଁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କୁ ବ୍ୟାଙ୍କ ଛୁଟି ଗୁଡ଼ିକୁ ଧ୍ୟାନରେ ରଖି ନିଜ ବ୍ୟାଙ୍କ କାମ ସାରିବାର ଆବଶ୍ୟକତା ରହିଛି ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି: ଆଜି ବି ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ଼ରେ ବନ୍ଦ ରହିଛି ସ୍କୁଲ୍

ଜାଣନ୍ତୁ କେବେ, କେଉଁଠି ରହିବ ବ୍ୟାଙ୍କ ବନ୍ଦ

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ବନ୍ୟା ବିଭୀଷିକା; ପାଣିର ସୁଅରେ ଭାସିଯାଉଥିବା ବ୍ୟବସାୟୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

୧- ନଭେମ୍ୱର: କନ୍ନଡ ରାଜ୍ୟୋତ୍ସବ, ବେଙ୍ଗାଲୁରୁ ଓ ଇମ୍ଫାଲରେ ବନ୍ଦ ରହିବ

ଆହୁରି ପଢ଼ନ୍ତୁ: ଟ୍ୱିନ୍‌‌ସିଟିରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡ଼ାକଡ଼ି: ବିପୁଳ ପରିମାଣର ଭେଜାଲ ପନିର, ନକଲି ଛେନା ଜବତ

୩ -ନଭେମ୍ୱର: ନରକ ଚତୁର୍ଦଶୀ, ବେଙ୍ଗାଲୁରୁ

୪- ନଭେମ୍ୱର: ଦୀପାବଳି, ବେଙ୍ଗାଲୁରୁ ବ୍ୟତୀତ ସବୁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

୫ -ନଭେମ୍ୱର: ବିକ୍ରମ ସମ୍ୱତ, ନ୍ୟୁ ଇୟର, ଗୋବର୍ଦ୍ଦନ ଯୋଗୁଁ ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଡେହରାଦୁନ, ଜୟପୁର କାନପୁର ଓ ମୁମ୍ୱାଇରେ ବନ୍ଦ ରହିବ ବ୍ୟାଙ୍କ

୬ -ନଭେମ୍ୱର: ଭାଇ ଦୁଜ୍, ଚିତ୍ରଗୁପ୍ତ ଜୟନ୍ତୀ: ଗ୍ୟାଙ୍ଗଟକ୍, ଇମ୍ଫାଲ, କାନୁରପ ଓ ଲକ୍ଷ୍ନୌରେ ବନ୍ଦ ରହିବ ବ୍ୟାଙ୍କ

୭- ନଭେମ୍ୱର: ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୧୦ -ନଭେମ୍ୱର: ଛଟ୍ ପୂଜା, ସୂର୍ଯ୍ୟ ଷଷ୍ଠୀ, ପାଟଣା ଏବଂ ରାଞ୍ଜିରେ ବନ୍ଦ ରହିବ ବ୍ୟାଙ୍କ

୧୧ -ନଭେମ୍ୱର: ଛଟ୍ ପୂଜା, ପାଟଣାରେ ବ୍ୟାଙ୍କ ବନ୍ଦ

୧୨- ନଭେମ୍ୱର; ବାଙ୍ଗଳା ଉତ୍ସବ, ଶିଲଂ

୧୩- ନଭେମ୍ୱର: ଦ୍ୱିତୀୟ ଶନିବାର ସବୁରାଜ୍ୟରେ ବ୍ୟାଙ୍କ ବନ୍ଦ

୧୪- ନଭେମ୍ୱର: ରବିବାର, ସାପ୍ତାହିକ ଛୁଟି, ସବୁଠି ବନ୍ଦ ରହିବ ବ୍ୟାଙ୍କ

୧୯- ନଭେମ୍ୱର: ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା: ଆଇଜଲ୍, ରାଞ୍ଚ, ଶ୍ରୀନଗର, ଜୟପୁର, କାନପୁର ଓ କୋଲକାତା

୨୧- ନଭେମ୍ୱର: ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୨୨ -ନଭେମ୍ୱର: କନକଦାସ ଜୟନ୍ତୀ, ବେଙ୍ଗାଲୁରୁ

୨୩- ନଭେମ୍ୱର: ସେଙ୍ଗ କୁଟସନେମ୍: ଶିଲଂ

୨୭ -ନଭେମ୍ୱର: ଶନିବାର, ସବୁଠି ବ୍ୟାଙ୍କ ବନ୍ଦ

୨୮- ନଭେମ୍ୱର: ରବିବାର , ସବୁଠି ବ୍ୟାଙ୍କ ବନ୍ଦ

26 Oct 2021 By The Sakala

ନଭେମ୍ୱର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ନଭେମ୍ୱର ମାସରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୧୧ ଦିନ ଛୁଟି ରହିବାକୁ ଥିବା ବେଳେ ୪ଟି ରବିବାର ଏବଂ ୨ଟି ଶନିବାରକୁ ମିଶାଇ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ଯ । ତେବେ ଲକ୍ଷ୍ନୌ ଏବଂ କାନପୁରରେ ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ ।  ଶିଲଂରେ ୧୨ରୁ ୧୪ ନଭେମ୍ୱର ଯାଏଁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କୁ ବ୍ୟାଙ୍କ ଛୁଟି ଗୁଡ଼ିକୁ ଧ୍ୟାନରେ ରଖି ନିଜ ବ୍ୟାଙ୍କ କାମ ସାରିବାର ଆବଶ୍ୟକତା ରହିଛି ।

ଜାଣନ୍ତୁ କେବେ, କେଉଁଠି ରହିବ ବ୍ୟାଙ୍କ ବନ୍ଦ

୧- ନଭେମ୍ୱର: କନ୍ନଡ ରାଜ୍ୟୋତ୍ସବ, ବେଙ୍ଗାଲୁରୁ ଓ ଇମ୍ଫାଲରେ ବନ୍ଦ ରହିବ

୩ -ନଭେମ୍ୱର: ନରକ ଚତୁର୍ଦଶୀ, ବେଙ୍ଗାଲୁରୁ

୪- ନଭେମ୍ୱର: ଦୀପାବଳି, ବେଙ୍ଗାଲୁରୁ ବ୍ୟତୀତ ସବୁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

୫ -ନଭେମ୍ୱର: ବିକ୍ରମ ସମ୍ୱତ, ନ୍ୟୁ ଇୟର, ଗୋବର୍ଦ୍ଦନ ଯୋଗୁଁ ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଡେହରାଦୁନ, ଜୟପୁର କାନପୁର ଓ ମୁମ୍ୱାଇରେ ବନ୍ଦ ରହିବ ବ୍ୟାଙ୍କ

୬ -ନଭେମ୍ୱର: ଭାଇ ଦୁଜ୍, ଚିତ୍ରଗୁପ୍ତ ଜୟନ୍ତୀ: ଗ୍ୟାଙ୍ଗଟକ୍, ଇମ୍ଫାଲ, କାନୁରପ ଓ ଲକ୍ଷ୍ନୌରେ ବନ୍ଦ ରହିବ ବ୍ୟାଙ୍କ

୭- ନଭେମ୍ୱର: ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୧୦ -ନଭେମ୍ୱର: ଛଟ୍ ପୂଜା, ସୂର୍ଯ୍ୟ ଷଷ୍ଠୀ, ପାଟଣା ଏବଂ ରାଞ୍ଜିରେ ବନ୍ଦ ରହିବ ବ୍ୟାଙ୍କ

୧୧ -ନଭେମ୍ୱର: ଛଟ୍ ପୂଜା, ପାଟଣାରେ ବ୍ୟାଙ୍କ ବନ୍ଦ

୧୨- ନଭେମ୍ୱର; ବାଙ୍ଗଳା ଉତ୍ସବ, ଶିଲଂ

୧୩- ନଭେମ୍ୱର: ଦ୍ୱିତୀୟ ଶନିବାର ସବୁରାଜ୍ୟରେ ବ୍ୟାଙ୍କ ବନ୍ଦ

୧୪- ନଭେମ୍ୱର: ରବିବାର, ସାପ୍ତାହିକ ଛୁଟି, ସବୁଠି ବନ୍ଦ ରହିବ ବ୍ୟାଙ୍କ

୧୯- ନଭେମ୍ୱର: ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା: ଆଇଜଲ୍, ରାଞ୍ଚ, ଶ୍ରୀନଗର, ଜୟପୁର, କାନପୁର ଓ କୋଲକାତା

୨୧- ନଭେମ୍ୱର: ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୨୨ -ନଭେମ୍ୱର: କନକଦାସ ଜୟନ୍ତୀ, ବେଙ୍ଗାଲୁରୁ

୨୩- ନଭେମ୍ୱର: ସେଙ୍ଗ କୁଟସନେମ୍: ଶିଲଂ

୨୭ -ନଭେମ୍ୱର: ଶନିବାର, ସବୁଠି ବ୍ୟାଙ୍କ ବନ୍ଦ

୨୮- ନଭେମ୍ୱର: ରବିବାର , ସବୁଠି ବ୍ୟାଙ୍କ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର