ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ବର୍ତ୍ତମାନ ବଙ୍ଗୋପାସଗର ପୂର୍ବ ଦିଗରୁ ତରଙ୍ଗାୟିତ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେଉଛି। ଏହି କ୍ରମରେ ସୋମବାର ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ହୋଇପାରେ। ୨-୩ ତାରିଖରେ ବର୍ଷାର ପ୍ରକୋପ ବଢ଼ିବା ସହିତ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣପିାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ସହିତ […]

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ବର୍ତ୍ତମାନ ବଙ୍ଗୋପାସଗର ପୂର୍ବ ଦିଗରୁ ତରଙ୍ଗାୟିତ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେଉଛି। ଏହି କ୍ରମରେ ସୋମବାର ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ହୋଇପାରେ। ୨-୩ ତାରିଖରେ ବର୍ଷାର ପ୍ରକୋପ ବଢ଼ିବା ସହିତ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣପିାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ସହିତ ଶୁଖିଲା ରହିବ। କିନ୍ତୁ ୨ ତାରିଖରେ ଏଠାରେ କିଛି ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞା ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ରାତିରେ ତାପମାତ୍ର ସ୍ୱାଭାବିକଠାରୁ ଅଧିକ ରହିଛି। ୩-୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ଆଗକୁ ଏହି ସ୍ଥିତି ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳରେ କେନ୍ଦୁଝର ଜିଲ୍ଲାରେ କେନ୍ଦୁଝରଠାରେ ସବୁଠାରୁ ତାପମାତ୍ରା କମ୍‍ ରେକର୍ଡ କରାଯାଇଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ଦାରିଙ୍ଗବାଡ଼ିଠାରେ ତାପମାତ୍ରା ସବୁଠାରୁ କମ୍‍ ରହିଛି। ଏହି ଦୁଇ ସ୍ଥାନରେ ତାପମାତ୍ରା ଯଥା କ୍ରମେ ୧୮.୮ ଓ ୧୪.୫ ଡିଗ୍ରୀ ସେଲ୍‌ସିୟସ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

01 Nov 2021 By The Sakala

ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ବର୍ତ୍ତମାନ ବଙ୍ଗୋପାସଗର ପୂର୍ବ ଦିଗରୁ ତରଙ୍ଗାୟିତ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେଉଛି। ଏହି କ୍ରମରେ ସୋମବାର ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ହୋଇପାରେ। ୨-୩ ତାରିଖରେ ବର୍ଷାର ପ୍ରକୋପ ବଢ଼ିବା ସହିତ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣପିାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ସହିତ ଶୁଖିଲା ରହିବ। କିନ୍ତୁ ୨ ତାରିଖରେ ଏଠାରେ କିଛି ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞା ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ରାତିରେ ତାପମାତ୍ର ସ୍ୱାଭାବିକଠାରୁ ଅଧିକ ରହିଛି। ୩-୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ଆଗକୁ ଏହି ସ୍ଥିତି ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳରେ କେନ୍ଦୁଝର ଜିଲ୍ଲାରେ କେନ୍ଦୁଝରଠାରେ ସବୁଠାରୁ ତାପମାତ୍ରା କମ୍‍ ରେକର୍ଡ କରାଯାଇଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ଦାରିଙ୍ଗବାଡ଼ିଠାରେ ତାପମାତ୍ରା ସବୁଠାରୁ କମ୍‍ ରହିଛି। ଏହି ଦୁଇ ସ୍ଥାନରେ ତାପମାତ୍ରା ଯଥା କ୍ରମେ ୧୮.୮ ଓ ୧୪.୫ ଡିଗ୍ରୀ ସେଲ୍‌ସିୟସ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

https://www.thesakala.in/big-news/rain-in-different-parts-of-the-state-for-the-next-4-days/article-6507
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର